Odia News Portal

ଆଧୁନିକ ଓଡିଶାର ସେନାଧ୍ୟକ୍ଷ ବିଜୁ

ଭୁବନେଶ୍ୱର() ଆଜି ପଞ୍ଚାୟତିରାଜ ଦିବସ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ଗୁରୁବାର ସକାଳେ ଭୁବନେଶ୍ୱରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ କଟକ କିଲ୍ଲା ପଡିଆରେ ପହଂଚିଥିଲେ । ତଳ ବାଲିଯାତ୍ରା…

୧୦୮କୁ ପୂରିଲା ୭ ବର୍ଷ

ଭୁବନେଶ୍ୱର() ଆଜି ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାକୁ ୭ବର୍ଷ ପୂରିଛି । ୧୦୮ ଆମ୍ବୁଲାନ୍ସ ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି। ଲକ୍ଷାଧିକ ଲୋକ ମାଗଣା ଆମ୍ବୁଲାନ୍ସ ସେବା ପାଇବାରେ ସକ୍ଷମ ହୋଇପାରିଛନ୍ତି। ୨୦୧୩ ମସିହାରେ ଓଡ଼ିଶାରେ ମାଗଣା ୧୦୮…

ପ୍ରଣବଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର()  କଥାରେ ଅଛି ପରିଶ୍ରମର ଫଳ କେବେ ବି ବେକାର ଯିବ ନାହିଁ । ୨୦ବର୍ଷରେ ପାଦ ଥାପିଛି ବିଜେଡି ସରକାର । ବିଜେଡି ସଫଳତାର ମୁଖ୍ୟ ପୁରୋଦ୍ଧା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷ ୨୦୦୦ ମସିହାରୁ ବିଜେଡି ରାଜ୍ୟରେ ଶାସନ କରିଆସୁଛି । ୨୦୧୪,୨୦୧୯ ଓ ବିଜେପୁର ଉପନିର୍ବାଚନ,…

ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ

ଭୁବନେଶ୍ୱର() ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ ।  ବିଦ୍ୟାଳୟ ଓ ଗଣଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ଶକ୍ତି, ଉଚ୍ଚଶିକ୍ଷା ଏବଂ ବିଜ୍ଞାନ ଓ କାରୀଗରି ବିଭାଗ। ଏହି ୫ଟି ବିଭାଗ ସହ ମୋଟ୍ ୨୭ଟି ବିଭାଗ ଏବେ ‘ମୋ ସରକାର’ରେ ସାମିଲ୍ ହୋଇଛି। ଆଜି ଲୋକସେବା ଭବନରେ ଆୟୋଜିତ ଏକ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମ ସ୍ଥାନରେ ରବି ଓ ଶନିଙ୍କ ସ୍ଥିତି ଆପଣଙ୍କୁ ଅଯଥା ବଦ୍‌ନାମଜନିତ ନିନ୍ଦିତ କରାଇପାରେ । ଉପରିସ୍ଥଙ୍କ ତାଗିଦା କାରଣରୁ ସ୍ଥଗିତ କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତ ହେବା ସହ ଲାଭବାନ୍‌ ହେବେ। ଜମିଜମା କ୍ରୟ…

ପଞ୍ଚାୟତକୁ କ୍ଷମତା ପ୍ରଦାନରେ ଓଡିଶା ଆଗରେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ବିଜେଡି ସରକାର ଅମଳରେ ହିଁ ପଞ୍ଚାୟତିରାଜ ସଂସ୍ଥା ଗୁଡିକରେ କ୍ଷମତାର ବିକେନ୍ଦ୍ରୀକରଣ ହୋଇପାରିଛି । ଓଡିଶାର ଏଭଳି ପଦକ୍ଷେପ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି । ହେଲେ ଲୋକଙ୍କୁ ଭୁଲ୍‍ ସୂଚନା ଦେଇ…

ମଝି ଚିଲିକାରେ ଅଟକିଲା ଡ଼ଙ୍ଗା

ପୁରୀ/ସାତପଡ଼ା : ଚିଲିକାରେ ଥୁବା ଜନହିଁକୁଦା ଘାଟରୁ ସାତପଡ଼ା ଅଭିମୁଖେ ଯାତ୍ରୀ ବାହି ଡ଼ଙ୍ଗା ବାହାରିଥିଲା। ମଝି ଚିଲିକାର ମହିଯା ନିକଟରେ ଡଙ୍ଗାଟିର ଯାନ୍ତ୍ରିକ ତ୍ରୁଟି ହେତୁ ଅଟକି ରହିଥିଲା। ମିଳିଥିବା ସୂଚନା ମୁତାବକ, ସେ ଥିରେ ୨୦ରୁ ଉର୍ଷ ବାଇକ ଓ ୭୦ଜଣ ଯାତ୍ରୀ ଥୁଲେ। ସବୁଠାରୁ…

ଦଳ ଛାଡିଲେ ଶତାଧିକ ବିଜେପି କର୍ମୀ

ଯାଜପୁର : ଦଳ ଛାଡିଲେ ଶତାଧିକ ବିଜେପି କର୍ମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବିଜେଡିର ଯୋଗଦେଲେ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧିନ ଆରୁହା ଓ ଥାନୁଆଳ ପଂଚାୟତର ଶତାଧିକ କର୍ମୀ। ଏନେଇ…

ଆଇପିଏଲ୍‌ – ୨୦୨୦, ଅଧାହେଲା ପୁରସ୍କାର ରାଶି

ବିସିସିଆଇ ପକ୍ଷରୁ ଆଇପିଏଲ୍‌ର ଆଗାମୀ ସିଜନ ପାଇଁ ଖର୍ଚ୍ଚ ହେବାକୁ ଥିବା ରାଶିକୁ କମାଇଦେଇଛି। ଆଇପିଏଲ୍‌ ବିଜେତା ଏବଂ ଉପ ବିଜେତା ଟିମ୍‌କୁ ମିଳିବାକୁ ଥିବା ରାଶି ୨୦୧୯ ତୁଳନାରେ ଅଧା କରିଦେଇଛି। ଏହି ଅଭାବ ମାନ୍ଦାବସ୍ଥା ଯୋଗୁଁ ପଡିଛି ବୋଲି ବିସିସିଆଇ କହିଛି। ବିସିସିଆଇ ପକ୍ଷରୁ ସମସ୍ତ…

ହୋଲି ଖେଳିବାକୁ ମନା କରିଲେ ରାକ୍ଷୀ, କଣ ପାଇଁ ଆସନ୍ତୁ ଜାଣିବା ?

ଡ୍ରାମା କୁଇନ ରାକ୍ଷୀ ସାଓ୍ଵନ୍ତ କିଛି ନା କିଛି ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ରାକ୍ଷୀ କରୋନା ଭାଇରସ କୁ ନେଇ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଜରିଆରେ କିପରି କରୋନାରୁ ବର୍ତ୍ତି ପାରିବେ ରାକ୍ଷୀ ଉପାୟ ବତାଇଛନ୍ତି। ଏହି ଭିଡିଓରେ ରାକ୍ଷୀ କହିଛନ୍ତି, ଚଳିତବର୍ଷ…