Odia News Portal

ଆସିଲା BSNLର ସାନଦାର ପ୍ଲାନ, ପ୍ରତିଦିନ ମିଳିବ ୫ ଜିବି ଡାଟା

ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ବଜାରରେ ଏଭିତରେ ଅନେକ ପ୍ରିପେଡ଼ ପ୍ଲାନ ଲଞ୍ଚ କରିଛି । କିନ୍ତୁ ଏଗୁଡିକ ଭିତରେ ୫୫୧ ଟଙ୍କିଆ ପ୍ଲାନ ହେଉଛି ଡାଟା ୟୁଜରଙ୍କ ପାଇଁ ସବୁଠୁ ବେଷ୍ଟ ପ୍ଲାନ । ଏହି ରିଚାର୍ଜ ପ୍ଲାନରେ ଉପଭୋକ୍ତା ମାନଙ୍କୁ ପ୍ରତିଦିନ ୫ ଜିବି ଡାଟା ସୁବିଧା ମିଳିବ । ଅବଶ୍ୟ…

ଯୋଗ୍ୟ ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ଯୋଗ୍ୟତା କାର୍ଡ

ଭୁବନେଶ୍ୱର() ପକ୍କାଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ‘ଯୋଗ୍ୟତା କାର୍ଡ ପ୍ରଦାନ କରିବେ । ପଚାଂୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଂଟନ ଯୋଜନାର ଶୁଭାରମ୍ଭ କରିବେ ଏବଂ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପଚାଂୟତିରାଜ ଓ…

ଏବେ ଫେସ୍‌ବୁକ୍‌ ରେ ୨ଡି ଫଟୋକୁ ସହଜରେ ୩ଡିରେ କନଭର୍ଟ କରିପାରିବେ

ୟୁଜରଙ୍କ ପସନ୍ଦ ତଥା ସୁବିଧାକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ସବୁବେଳେ କିଛି ନା କିଛି ପରିବର୍ତ୍ତନ କରୁଛି। ଏବେ ପୁଣି ଥରେ ୟୁଜରଙ୍କ ଲାଗି ଏକ ନୂଆ ଫିଚର ଲଞ୍ଚ୍‌ କରିଛି ଫେସ୍‌ବୁକ୍‌। ଏହି ନୂଆ ଫିଚରରେ ୟୁଜର ୨ଡି ଫଟୋକୁ ସହଜରେ ୩ଡିରେ କନଭର୍ଟ କରିପାରିବେ। ଏହି ଫିଚର ଆସିବା ପରେ ୟୁଜରଙ୍କୁ…

ହଲିଉଡ ଫିଲ୍ମରେ ନଜର ଆସିବେ ରଣଦୀପ

ନିଜର ଦମଦାର ଅଭିନୟ ପାଇଁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଅଭିନେତା ରଣଦୀପ ହୁଡ୍ଡା। ଏବେ ରଣଦୀପ ବଲିଉଡ ପରେ ହଲିଉଡରେ ନିଜର କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି। ରଣଦୀପ ହଲିଉଡ ଫିଲ୍ମ ‘ଏକ୍ସଟ୍ରାକ୍ସନ’ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ତାଙ୍କ…

ଚନ୍ଦକାରେ ଫୁଟିଲା ଗୁଳି : ଜଣେ ଯୁବକ ଗୁରୁତର

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଚନ୍ଦକାରେ ଗୁଳିକାଣ୍ଡ ଘଟିଛି । ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିବା ବେଳ ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ, ବୁଧବାର ଅପରାହ୍ଣରେ ଚନ୍ଦକାରେ ଥିବା ଜଙ୍ଗଲ ଭ୍ୟୁ ରେଷ୍ଟୁରାଂଟକୁ…

ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ନିକଟରେ ମୁଁ ଋଣୀ

ଭୁବନେଶ୍ୱର() ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନକୁ ୨୦ ବର୍ଷ ପୂରିଲା । ଆଜିକୁ ୨୦ ବର୍ଷ ତଳେ ଅର୍ଥାତ୍ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀ ବିଜୁ ଜନତା ଦଳ (ବିଜେଡି)କୁ ସରକାର ଗଠନର ସୁଯୋଗ ଦେଇଥିଲେ । ବିଜେଡି-ବିଜେପି ମେଣ୍ଟ…

୧୨ କେଜିର ବିରଳ ଜେନେଟିକ୍ ଟ୍ୟୁମର୍‌ର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଅଗ୍ରଣୀ ହସ୍ପିଟାଲ, ବିଆର୍ ଲାଇଫ୍ କଳିଙ୍ଗ୍ ସୁପର ସ୍ପେଶାଲିଟି ହସ୍ପିଟାଲର ଡାକ୍ତରମାନେ ନିକଟରେ ଜଣେ ୨୯ ବର୍ଷୀୟ ବ୍ୟକ୍ତି ଚନ୍ଦ୍ରକାନ୍ତ ଶର୍ମାଙ୍କ ଶରୀରରୁ ୧୨ କେଜିର ବିରଳ ନ୍ୟୁରୋଫାଇବ୍ରୋମାଟୋସିସ୍ ଟାଇପ୍ ୧ ଜେନେଟିକ୍ ଟ୍ୟୁମର୍ ବାହାର କରିବା ପାଇଁ ଏକ…

ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ() ଆଜି ଏକାଧିକ ରାଷ୍ଟ୍ରାୟତ୍ତବ୍ୟାଙ୍କ ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିଳିଛି । ପଂଜାବ ନେସନାଲ ବ୍ୟାଙ୍କ ସହ ବିଲୀନ ହେବେ ୨ଟି ବ୍ୟାଙ୍କ । ଏହି ଦୁଇଟି ବ୍ୟାଙ୍କ ହେଲେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ । ଏହାସହ କାନାରା ବ୍ୟାଙ୍କ…

ପଞ୍ଚାୟତିରାଜ ଦିବସର ଜନକ ବିଜୁବାବୁ

ଭୁବନେଶ୍ୱର() ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସାହସୀ ସଂଗ୍ରାମୀ ତଥା ପ୍ରବାଦ ପୁରୁଷ ରୂପେ ପରିଚିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଥିଲେ ପଞ୍ଚାୟତିରାଜର ପ୍ରବର୍ତ୍ତକ । ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବାପରେ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ…

ଏଣିକି ଶ୍ରୀମନ୍ଦିର ଭିତରକୁ ପାନ ଖାଇ ଗଲେ ଜରିମାନା

ପୁରୀ() ଆସନ୍ତା ଏପି୍ରଲ ପହିଲାରୁ ଶ୍ରୀମନ୍ଦିର ଭିତରେ ପାନ ଖାଇ ପସିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଆଜି ଏଠାରେ ଅନୁଷ୍ଠିତ ଛତିଶା ନିଯୋଗ କମିଟି ବୈଠକରେ ନିଷ୍ପତି ହୋଇଛି । ଆଜି ଏଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ…