Odia News Portal

ରିଲିଜ୍‌ ହେଲା ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର

ରିଲିଜ୍‌ ହେଲା ଫିଲ୍ମ ସୂର୍ଯ୍ୟବଂଶୀର ଟ୍ରେଲର। ଦେଶ ଭକ୍ତି ଉପରେ ଆଧାରିତ ସୂର୍ଯ୍ୟବଂଶୀର ଟ୍ରେଲର ୪ ମିନିଟ୍‌ ପାଇଁ ସମ୍ପୂର୍ଣ୍ଣ ସତ୍ୟତା ପ୍ରକାଶ କରିଛି। ଅକ୍ଷର କୁମାର ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ମୋଷ୍ଟ ଓ୍ଵାଣ୍ଟେଡ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହି ଫିଲ୍ମରେ…

କାର୍ଯ୍ୟଭାର ଗ୍ରହଣ କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ଶ୍ରୀ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆରଟିଓ ଅଫିସ୍‌ରୁ ଦଲାଲ ଗିରଫ

ଯାଜପୁର ଟାଉନ୍‌ : ସ୍ଥାନୀୟ ଆରଟିଓ ଅଫିସ୍‌ରୁ ଜଣେ ଦଲାଲକୁ ପୋଲିସ୍‌ ଗିରଫ କରିଛି । ଗିରଫ ଦଲାଲ ହେଉଛି ବିଂଝାରପୁର ଦିଆଟିକିରି ଗ୍ରାମର ନିର୍ମଳ ଚନ୍ଦ୍ର ତ୍ରିପାଠୀ। ସେ ଆଜି ଅଫିସ ପରିସରରେ ଥିବା ବେଳେ ଯାଜପୁର ପୋଲିସ ପହଂଚି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରିବହନ…

କପଡ଼ା ବ୍ୟାଗ୍ ସଙ୍ଗେ ନିଅ, ପରିବେଶର ସାଥି ହୁଅ

ଭୁବନେଶ୍ୱର : ପରିବେଶବନ୍ଧୁ ସହର ଭାବେ ଭୁବନେଶ୍ୱରକୁ ଗଢି ତୋଳିବାରେ ନାଗରିକ, ସରକାରୀ ଏବଂ ବେସରକାରୀ ସଂସ୍ଥ୍‌ା, ବ୍ୟବସାୟିକ ସଙ୍ଗଠନ, କମ୍ପାନୀ ଇତ୍ୟାଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଉଦ୍ଦେଶ୍ୟରେ ନାଗରିକ ସଂଯୋଗକୁ ଦୃଢ କରିବା ପାଇଁ  ଭୁବନେଶ୍ୱର ମହାନଗର ନିଗମ ବିଭିନ୍ନ ସମୟରେ…

୪୩ ହଜାର ତଣ୍ଡ ଗଣିଲେ ବାଇକ୍ ମାଲିକ

ସମ୍ବଲପୁର : ଟ୍ରାଫିକ ନିୟମ ଉଲଂଘନ କଲେ ନାବାଳକ ୪୩ ହଜାର ଟଙ୍କା ତଣ୍ଡ ଗଣିଲେ ବାଇକ ମାଲିକ। ନୂତନ ମୋଟର ଯାନ ଆଇନ ଆଧାରେ ନାବାଳକଙ୍କୁ ବାଇକ ଚଳାଇବାକୁ ଦେଇଥିବା ବ୍ୟକ୍ତିଙ୍କୁ ୪୩ ହଜାର ଟଙ୍କା ଜରିମାନା ଦେବାକୁ ପଡିଛି। ଏଥିରେ ନାବାଳକଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦେଇଥିବାରୁ ୨୫ ହଜାର,…

ଶେଷ ହେଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ରୁ ଖାତାଦେଖା

ଭୁବନେଶ୍ବର: ଶେଷ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଆଜି ଶେଷ ଦିନରେ ଛାତ୍ରଛାତ୍ରୀମାନେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଥିଲେ। ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ସହଜ ପ୍ରଶ୍ନ ପଡିଥିବା କହିଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷାରେ ଭଲ ନମ୍ବର ରହିବା ନେଇ ଆଶା ରଖିଛନ୍ତି ଛାତ୍ରଛାତ୍ରୀ।…

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବିରଜା ମନ୍ଦିରର ପୂଜକମାନେ

ଭୁବନେଶ୍ୱର : ମା ବିରଜାଙ୍କ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ଯୋଗୁ ଏହି ପଦକ୍ଷେପକୁ ଯାଜପୁରର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ଆଜି ଏହି ପରିପ୍ରେକ୍ଷୀରେ ଭବ ପ୍ରସାଦ ଦାସ, ସନ୍ତୋଷ ମଲ୍ଲିକ ଓ ଦେବୀ ପ୍ରସାଦ…

ଏହି ଅଭିନେତ୍ରୀ ‘କ୍ରିଶ ୪’ ହ୍ରିତିକଙ୍କ ସହିତ ରୋମାନ୍ସ କରିପାରନ୍ତି ?

ପ୍ରଥମ ଥର ପାଇଁ ହ୍ରିତିକ ଏବଂ ଦୀପିକା ଏକାଠି ନଜର ଆସିପାରନ୍ତି। ଆପଣ ଶୁଣି ହୁଏତ ଆଶ୍ଚର୍ଯ୍ୟ ହେଉଯାଉଥିବେ। ନିକଟରେ ଖବର ଆସିଥିଲା କି, ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋଶନ ଖୁବଶୀଘ୍ର ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏବେ ହ୍ରିତିକ ଏବଂ ଦୀପିକାଙ୍କ ଯୋଡି ପୁଣିଥରେ ପରଦା…

କିନ୍ନରଙ୍କୁ ୧.୫ କୋଟି ଟଙ୍କା ପ୍ରଦାନ କଲେ ଏହି ଅଭିନେତା

ମୁମ୍ବାଇ()  ଚେନ୍ନାଇରେ ଟ୍ରାନ୍ସଜେଣ୍ଡରମାନଙ୍କ ଘର ନିର୍ମାଣ ପାଇଁ ଅକ୍ଷୟ କୁମାର ୧.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର କିଛି ସଦସ୍ୟଙ୍କ ସହ ଆକ୍ସନ୍ ଷ୍ଟାର ଏବଂ ଫିଲ୍ମ ନିର୍ଦ୍ଦେଶକ ରାଘବ ଲରେନ୍ସ ଉପସ୍ଥିତ ଥିଲେ। ରାଘବ ସୋସିଆଲ ମିଡିଆରେ ଲେଖିଛନ୍ତି…

ଏହି ଉପାୟରେ ଶସ୍ତାରେ କିଣି ପାରିବେ ସୁନା, ସରକାର ଦେଉଛନ୍ତି ଖାସ୍‌ ଅଫର୍‌

ବାରମ୍ବାର ସୁନା ଦର ବଢିବାକୁ ନେଇ ସରକାର ଶସ୍ତାରେ ସୁନା କିଣିବାର ସୁଯୋଗ ଦେଇଛନ୍ତି। ନିବେଶକ ‘ସୋଭରେନ ଗୋଲ୍ଡ ବଣ୍ଡ’ ଯୋଜନା ଜରିଆରେ ବଜାର ମୂଲ୍ୟରୁ କମରେ ସୁନା କିଣିପାରିବେ। ଆଜି ଏହି ଯୋଜନାର ପ୍ରଥମ ଦିନ। ଏହିକାରଣରୁ ଯଦି ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆଉ ବିଳମ୍ବ…