Odia News Portal

ଏଣିକି ପ୍ରଥମ ଶ୍ରେଣୀରୁ ପିଲା ପଢିବେ ସ୍ପୋକନ ଇଂଲିଶ

ଭୁବନେଶ୍ୱର()  ଏଣିକି ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା । ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଆଗ୍ରହ ସୃ୍ଷ୍ଟି କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି ବିଦ୍ୟାଳୟ ଗୁଡିକରେ ପ୍ରଥମ ଶ୍ରେଣୀରୁ…

ବାଲୁକା କଳାରେ ମା ସରସ୍ଵତୀ

ପୁରୀ : ବସନ୍ତପଞ୍ଚମୀ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ୱାରା ୧୫ଫୁଟ ଉଚ୍ଚତା ବିଶିଷ୍ଟ ମା ସରସ୍ଵତୀଙ୍କ ବସନ୍ତପଞ୍ଚମୀ ଉପଲକ୍ଷେ ବିଶ୍ୱ ବାସୀଙ୍କୁ ବସନ୍ତପଞ୍ଚମୀର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ବାଲୁକା କଳାର ମନ ଭରି ଆନନ୍ଦ ଅନୁଭବ କରିବା…

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆମ ଦେଶର ପ୍ରତିଭା ମାନଙ୍କୁ ଚିହ୍ନଟ କରିବାର ଏକ ଉନ୍ନତ ମାଧ୍ୟମ : ଦୂତୀ ଚାନ୍ଦ୍‌

ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ୍ ବିଶ୍ୱାସ କରନ୍ତି ଯେ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଭବିଷ୍ୟତ ପାଇଁ ଭାରତକୁ ଏହାର ପ୍ରତିଭାମାନଙ୍କୁ ଖୋଜି ବାହାର କରିବାରେ ସହଯୋଗ କରିବ । ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଆସନ୍ତା ଫେବୃଆରୀ ୨୨ ତାରିଖରୁ…

ବିରାଟ ବାହିନୀର ବମ୍ପର ବିଜୟ

ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ । ୫ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କବଜା କରିଛି କୋହଲି ବାହିନୀ । ଏହା ସହ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ସିରିଜ ଜିତିଛି ଭାରତ । ଆଜିର ଦମଦାର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି…

ଭୁବନେଶ୍ୱର ରନ୍‌ୱେ ସପ୍ତାହ ଏବଂ କର୍ପୋରେଟ୍ ଆଇକନ୍ ଆୱାଡ୍ସ

ଭୁବନେଶ୍ୱର : ବିବାହ ହେଉ କି କୌଣସି ଉତ୍ସବ, ସବୁଥିରେ ସୁନ୍ଦର ଦେଖାଯିବା ପାଇଁ ଲୋକମାନଙ୍କ ଚିନ୍ତା ବଢ଼ିଯାଏ । ନୂଆ ଲୁକ୍ ଆକର୍ଷଣୀୟ ଡିଜାଇନ୍‌ର ପୋଷାକ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ଇଚ୍ଛା ସମସ୍ତଙ୍କର ଥାଏ । ଉଭୟ ପୁଅ ଏବଂ ଝିଅଙ୍କ ଏମିତି ସୌଖିନ ଆଶା ପୂରଣ କରିବା ପାଇଁ…

ଭାଇରାଲ ହେଉଛି ସଲମାନଙ୍କ ଏହି ଭିଡିଓ , ଦେଖନ୍ତୁ ଭିଡିଓ

ମୁମ୍ବାଇ() ଚର୍ଚ୍ଚାରେ ସଲମାନ ଖାନ । ସଲ୍ମାନ ନିଜ ଅପ୍କମିଂ ଫିଲ୍ମ ‘ରାଧେ’ର ଶୁଟିଂ ପାଇଁ ଗୋଆ ଯାଇଥିଲେ। ସେଠାରେ ତାଙ୍କୁ ଦେଖିବା ପାଇଁ ଏୟାର୍ପୋର୍ଟରେ ଫ୍ୟାନ୍ଙ୍କର ବହୁତ ଭିଡ଼ ଜମିଥିବା ବେଳେ ଜଣେ ବ୍ୟକ୍ତି ଆଗକୁ ଚାଲି ଆସି ମୋବାଇଲ୍ ଫୋନ୍ରେ ତାଙ୍କ ଫଟୋ ଉଠାଇଥିଲେ। ଏହା ଦେଖି ସଲ୍ମାନ୍…

ଏଣିକି ସଡ଼କ ସୁରକ୍ଷା ପାଠ ପଢ଼ିବେ ମାଟ୍ରିିକ ଛାତ୍ରଛାତ୍ରୀ

ଭୁବନେଶ୍ୱର()  ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପଢାଯିବ ଟ୍ରାଫିକ୍ ପାଠ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ, କ’ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଏ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଅବଗତ ହେବେ ଛାତ୍ରଛାତ୍ରୀ । ସଡ଼କ ସୁରକ୍ଷା ବିଷୟରେ କେମିତି ବିଷୟବସ୍ତୁ ରଖାଯିବ ସେନେଇ ଗଣଶିକ୍ଷା ବିଭାଗ…

ବିଜେପିରେ ମିଶିଲେ ସାଇନା ନେହୱାଲ

ନୂଆଦିଲ୍ଲୀ() ଆଜି ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବିଶ୍ବର ପୂର୍ବତନ ଏକ ନମ୍ବର ବ୍ୟାଡ଼ମିଣ୍ଟନ ଖେଳାଳୀ ସାଇନା ନେହୱାଲ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ହରିୟାଣାରେ ରହୁଥିବା ବେଡ଼ମିଣ୍ଟନ ଖେଳାଳୀ ସାଇନା ନେହୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବିଜେପି…

ତପ୍ତପାଣି ବସ ଦୁର୍ଘଟଣା ପାଇଁ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର() ତପ୍ତପାଣି ବସ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ଅନୁକମ୍ଫା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଉଦ୍ଧାର କାମ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ…

ଏଣିକି ମହିଳାଙ୍କ ସିଟରେ ବସିଲେ ଜରିମାନା

ଭୁବନେଶ୍ୱର() ଏଣିକି ମହିଳାଙ୍କ ସିଟରେ ବସିଲେ ଜରିମାନା । ଏଥିପାଇଁ ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଘରୋଇ ବସ୍ ମାଲିକ ସଂଘ ଓ ସରକାରୀ ବସ୍ (ମୋ ବସ୍) ପରିଚାଳନା କରୁଥିବା କ୍ରୁଟ୍ର ଏମ୍ଡି ଅରୁଣ ବୋଥ୍ରାଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ପୁଲିସ ସେବା ଭବନ ପରିସରରେ ବସିଥିବା ଏହି…