Odia News Portal

ବଜାଜ୍ ଫାଇନାନ୍ସ ଲିଃ ପକ୍ଷରୁ ସିଷ୍ଟମେଟିକ୍ ଡିପୋଜିଟ୍ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ବଜାଜ୍ ଫିନ୍‌ସର୍ଭର ଋଣ ଓ ନିବେଶ କମ୍ପାନୀ ବଜାଜ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ସିଷ୍ଟମାଟିକ୍ ଡିପୋଜିଟ୍ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି କ୍ଷୁଦ୍ର ମାସିକ ସଂଚୟ ମାଧ୍ୟମରେ ଫିକ୍ସଡ୍ ଡିପୋଜିଟ୍‌ରେ ନିବେଶ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ମାସିକ ସଂଚୟ…

ଲଗାତର ୬ଷ୍ଠ ଦିନ ହ୍ରାସ ହେଲା ପେଟ୍ରୋଲ-ଡିଜେଲ୍

ନୁଆଦିଲ୍ଲୀ : ଚୀନର କରୋନା ଭାଇରସ ଅନ୍ୟ ଦେଶରେ ବ୍ୟାପିବା ଆଶଙ୍କା ମଧ୍ଯରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ଲଗାତର ହ୍ରାସ ପାଇବାରେ ଲାଗିଛି । ଦେଶର ୪ ବଡ ମହାନଗରରେ ମଙ୍ଗଳବାର ପେଟ୍ରୋଲ-ଡିଜେଲ୍ ଦାମ୍ ଲଗାତର ୬ଷ୍ଠ ଦିନ ହ୍ରାସ ପାଇଛି । ପେଟ୍ରୋଲ ଓ ଡିଜେଲ୍ ଦାମ୍ କ୍ରମଶଃ ୧୧-୧୨ ଓ…

୨୫ ବର୍ଷ ପରେ ମିଳିଲା ନ୍ୟାୟ, ସୁପୌଲ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ ସମେତ ୪ ଦୋଷୀ ସାବ୍ୟସ୍ତ

ନୁଆଦିଲ୍ଲୀ : ନିର୍ଭୟାକୁ ନ୍ୟାୟ ମିଳିବାରେ ୭ ବର୍ଷ ଲାଗିଗଲା କିନ୍ତୁ ଏମିତି ଆଉ ଜଣେ ନିର୍ଭୟା ଅଛି ଯିଏ ଗଣଦୁଷ୍କର୍ମର ଶିକାର ହୋଇ ନ୍ୟାୟ ପାଇଁ ୨୫ ବର୍ଷ ଧରି ଅପେକ୍ଷା କରିଛି । ଶେଷରେ ୨୫ ବର୍ଷ ପରେ ନ୍ୟାୟ ମିଳିଛି । ଏହି ନିର୍ଭୟାକୁ ଗଣଦୁଷ୍କର୍ମରେ ମୁଖ୍ୟ ଅଭିଯୁକ୍ତ ଜଣେ ବିଧାୟକ । ଏହି…

ଆସନ୍ତୁ ଜାଣିବା କେତେ ଖସିଲା ସୁନା ଓ ରୂପା ଦାମ୍

ନୁଆଦିଲ୍ଲୀ : ପୁଣି କମିଲା ସୁନା ଓ ରୂପା ଦର । ଦିଲ୍ଲୀ ସର୍ରାଫା ବଜାରରେ ସୋମବାର ପ୍ରତି ୧୦ ଗ୍ରାମ ସ୍ୱର୍ଣ୍ଣଳଙ୍କାର ୪୧ ହଜାର ୪୫୬ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ମଙ୍ଗଳବାର ଏଥିରେ ସିଧା ୧୬୨ ଟଙ୍କା ହ୍ରାସ ହୋଇଛି। ଫଳରେ ଏବେ ପ୍ରତି ୧୦ ଗ୍ରାମ ସୁନାଦର ୪୧ହଜାର ୨୪୯ ଟଙ୍କାରେ…

ଆଜି ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ରତ୍ନସିଂହାସନ ପୁଷ୍କରିଣୀରେ ପରିଣତ ହେବ। ପଦ୍ମ ଫୁଲ ଫୁଟିବ । ହଂସରାଳି ଖେଳିବେ । ପ୍ରସ୍ଫୁଟିତ ବିଶାଳ ପଦ୍ମର କେଶର ଭାଗରେ କଳା ଶ୍ରୀମୁଖ ଶୋଭାପାଇବ । ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ…

ପୋଷ୍ଟ ଅଫିସରେ ଆରମ୍ଭ ହେଲା ନୂଆ ଯୋଜନା, ଆସନ୍ତୁ ଜାଣିବା ..

ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ସହ ଡାକ ବିଭାଗ ଉତ୍ତର ପ୍ରଦେଶରେ ସାଧାରଣ ଜନତାଙ୍କ ସହ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ସେବା ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ଲୋକଙ୍କୁ ଫାଇଦା ହେବ। ଏଥିରେ ଆଧାର ସେବା ସହ ମୋବାଇଲ, ଡିଟିଏଚ୍‌ ରିଚାର୍ଜ, ପେନ୍‌ସନ ସେବା ସହ ବସ୍‌ ଓ ଉଡ଼ାଜାହଜ ଯାତ୍ରା…

ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ଶାଙ୍କୁଚ, ଦେଖିବାକୁ ଲୋକଙ୍କ ଭିଡ଼

ବାଲେଶ୍ବର :  ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ଶାଙ୍କୁଚ । ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ମାଛଧରା ବନ୍ଦରରେ ଆଜି ଏହି ଶାଙ୍କୁଚ ଦେଖିବାକୁ ମିଳିଥିଲା । ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଯାଇଥିବା ବେଳେ ଶାଙ୍କୁଚଟି ଜାଲରେ ପଡ଼ିଥିଲା । ବୋଟ୍‌ରୁ ଓହ୍ଲାଇ କୂଳକୁ ଆଣିବା ପରେ…

ତପ୍ତପାଣି ଘାଟି ତଳକୁ ଖସିଲା ବସ୍‌, ୭ ମୃତ୍ୟୁ, ୪୦ ଆହତ

ଘାଟିରୁ ଓଲଟିଲା ବସ୍‌। ଗଞ୍ଜାମ ତପ୍ତପାଣି ଘାଟି ପାଳୁଖୁରା ନିକଟରେ ବ୍ରିଜ ତଳକୁ ଖସିଲା ବସ୍‌। ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବ୍ରହ୍ମପୁର ଓ ଦିଗପହଣ୍ଡି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଯାତ୍ରୀ ବସ୍‌ ତଳେ ଚାପି ହୋଇ…

ଭାରସାମ୍ୟ ହରାଇ କୂଅକୁ ଖସିଲା ଯାତ୍ରୀବାହୀ ବସ

ମହାରଷ୍ଟ୍ର: ଯମ ଜଗିଥିଲା କୂଅ ଭିତରେ । ଭାରସାମ୍ୟ ହରାଇ କୂଅକୁ ଖସିଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ମହାରାଷ୍ଟ୍ର ନାସିକରେ ଏଭଳି ଛାତିଥରା ଖବର ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ…

ସିରିଜ କବଜା କରିବା ଲକ୍ଷ୍ୟରେ ଭାରତ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି ଖେଳାଯିବ । ହାମିଲଟନରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଭାରତ ଏହି ମ୍ୟାଚ୍‌ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି । ଏହି ବିଜୟ ସହ ଭାରତ ପ୍ରଥମ…