ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା
ମେଷ
ଆଜିର ଗଜକେଶରୀ ଯୋଗ କେତୁଯୁକ୍ତରୁ ସମ୍ମାନଜନକ ସ୍ଥିତିରେ ରହିଲେ ମଧ୍ୟ ସାଧାରଣ ବ୍ୟତିକ୍ରମ ସୃଷ୍ଟିହେବ। ଶନି ଦୃଷ୍ଟ ଚନ୍ଦ୍ର ହେତୁ ବୃଥା ସନ୍ଦେହ ଜନିତ ଅନ୍ୟମନସ୍କ ଯୋଗୁ ମନ ବିଚଳିତ ରହିପାରେ। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ ଏବଂ ଅଭାବ ପୂରଣ ଦିଗରେ…
