ପୋଲିସ ସହ ମିଶି ମାଓଦମନ କରିବାକୁ ଅଣ୍ଟାଭିଡିଲେ ଅଞ୍ଚଳବାସୀ
ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଶୁଭୁଛି ମାଓ ବିରୋଧୀ ସ୍ବର । ବିକାଶ କାର୍ଯ୍ୟରେ ଯିଏ ବାଧା ଦେବ ତାକୁ ଛଡାଯିବା ନାହିଁ ବୋଲି ଉଭୟ ପ୍ରଶାସନ ଓ ସ୍ବାଭିମାନ ଅଞ୍ଚଳବାସୀ କହିଛନ୍ତି। ୨୫ ତାରିଖରେ ମାଓବାଦୀ ଓ ଜନ୍ତୁରାୟ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ଯେଉଁଥିରେ ଜଣେ ମାଓ…
