ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ବର : ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର । ମୁମ୍ବାଇରେ ଜଣେ କ୍ୟାନସର ରୋଗୀଙ୍କ ମୃତ୍ୟୁ ପରେ ମରଶରୀରକୁ ଓଡ଼ିଶାରେ ପହଞ୍ଚାଇବାକୁ ସମସ୍ତ ପ୍ରକାର ଉଦ୍ୟମ କରିବା ସହ ମୃତକଙ୍କ ପରିବାରଙ୍କୁ ସାନ୍ତ୍ୱନା ଦିଆଯାଇଛି । ଗତ ୨୨ତାରିଖରେ ସୁନ୍ଦରଗଡ କାଂଶବାବାଲ ଉସ୍ରା ଗାଁର ୫୧ ବର୍ଷିୟା…
