ଏହି ଅଭିନେତ୍ରୀଙ୍କ ସହ ଡେଟିଂରେ ଯିବାକୁ ଚାହାଁନ୍ତି ସୁରେଶ ରାଇନା
ମୁମ୍ବାଇ() ସୁରେଶ ରାଇନା ଭାରତ କ୍ରିକେଟର ଜଣେ ଜଣାଶୁଣା ଖେଳାଳି। ଖରାପ ଫର୍ମ ପାଇଁ ତାଙ୍କୁ ଭାରତୀୟ ଦଳରେ ଆଉ ସୁଯୋଗ ମିଳୁ ନାହିଁ। ତେବେ ତାଙ୍କ ବ୍ୟାଟିଂ ସିଧା ଆଇପିଏଲରେ ହିଁ ଦେଖିବାକୁ ମିଳିବ।
ସେ ବ୍ୟାଙ୍କର୍ ପ୍ରିୟଙ୍କ ଚୌଧୁରୀଙ୍କୁ ବିବାହ କରିଛନ୍ତି କିନ୍ତୁ ବଲିଉଡ୍ର ଜଣେ…
