Odia News Portal

ଅନ୍ତଃବିଦ୍ୟାଳୟ ପୋମ୍‌ସି ୧୪ ବର୍ଷରୁ କମ୍‌ରେ ସେଣ୍ଟ୍‌ ଜାଭିୟର୍ସର ବିଜେତା

ଭୁବନେଶ୍ବର : ସ୍ଥାନୀୟ ସେଣ୍ଟ୍‌ ଜାଭିୟର୍ସ ସ୍କୁଲ, ଖଣ୍ଡଗିରିଠାରେ ଅଷ୍ଟମ ଅନ୍ତଃବିଦ୍ୟାଳୟ ପୋମ୍‌ସି ପ୍ରତି‌ଯୋଗିତା ଆୟୋଜିତ ହୋଇଯାଇଛି। ଭୁବନେଶ୍ବର ଟାଏକୋଣ୍ଡୋ ସଂଘ ଦ୍ବାରା ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ୫୩ ସ୍କୁଲର ୪୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହାର ୧୦…

ପ୍ରଶାନ୍ତ ମେମୋରିଆଲ ଟି-୨୦ : କମିଶନରେଟ୍‌ ପୋଲିସ୍‌ ଠାରୁ ଜିତିଲା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ

ଭୁବନେଶ୍ୱର : ଫୁରୁସତରେ କ୍ରିକେଟ୍‌ ମ୍ୟାଚ୍‌ । ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଲେ କମିଶନରେଟ୍‌ ପୋଲିସ୍‌ ଏକାଦଶ ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ‘ଓସଜା’ ଏକାଦଶ । ଭୁବନେଶ୍ୱର ବାର୍‌ ଆସୋସିଏସନ୍‌ ପକ୍ଷରୁ ପ୍ରଶାନ୍ତ ମେମୋରିଆଲ ଟି-୨୦ ଲୟର୍ସ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଆୟୋଜନ…

ଶ୍ରୀଲଙ୍କାରୁ ସୁରକ୍ଷିତ ଭାବେ ଉଦ୍ଧାରହେଲେ ୧୧ ଓଡ଼ିଆ ଶ୍ରମିକ

ଭୁବନେଶ୍ବର : ଶ୍ରୀଲଙ୍କାରେ ଉଦ୍ଧାର ପରେ ଓଡ଼ିଶାକୁ ସୁରକ୍ଷିତ ଭାବେ ଫେରିଲେ ୧୧ ଓଡ଼ିଆ ଶ୍ରମିକ । ଜଣେ ଠିକାଦାରଙ୍କ ପାଖରେ ସେମାନେ ବନ୍ଧକ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ ଠିକାଦାରଙ୍କ ନିକଟରୁ ଉଦ୍ଧାର କରାଯାଇଥିଲା । ଏହାପରେ ସେମାନେ ସୁରକ୍ଷିତ…

ନବୀନଙ୍କ ନୀତି, ଆଦର୍ଶ ଓ ବିକାଶର ସୂତ୍ରଧର

ଯାଜପୁର : ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ସେ ଓଡ଼ିଶା ରାଜନୀତିର ଜଣେ ବୁଦ୍ଧିମାନ ନେତା ଭାବେ ସେ ଯେତିକି ଚର୍ଚ୍ଚିତ, ନିଜ ସରଳ ଜୀବନଯାପନ ପାଇଁ ସେତିକି ଚର୍ଚ୍ଚିତ। ଲୋକାଭିମୁଖୀ କାମ ପାଇଁ କୋରାପୁଟରୁ ମୟୁରଭଞ୍ଜ ,…

ଆହୁରି ୫ଦିନ ରାଜ୍ୟରେ ଲାଗିରହିବ କୁହୁଡି

ଭୁବନେଶ୍ବର : ଆଉ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଘନ କୁହୁଡ଼ି । ଏବେ ଦକ୍ଷିଣ-ପୂର୍ବ ଦିଗରୁ ପବନ ବହୁଛି । ସମୁଦ୍ରରୁ ଜଳୀୟବାଷ୍ପ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ହେଉଛି । ଆଗକୁ ୫ଦିନ ଏହିପରି ଘନ କୁହୁଡ଼ି ଜାରି ରହିବ ବୋଲି ଭୁବନେଶ୍ବର ପାଣିପାଗ…

ଆଜି ଦୁଇଦଳ ପାଇଁ ଶକ୍ତି ପରୀକ୍ଷା

ବେଙ୍ଗାଲୁରୁ : ଆଜି ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ସିରିଜ୍‌ ନିର୍ଣ୍ଣାୟକ ଦିନିକିଆ। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସାରିଛନ୍ତି । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦଳ ଭାବେ ପ୍ରମାଣ କରିବାର ସମୟ ଉପନୀତ । ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଅସଲ ପରୀକ୍ଷା…

କାର୍ତ୍ତିକଙ୍କ ସହିତ ଭାଲେଣ୍ଟାଇନ୍ ଡେ ପାଳିବେ ସାରା ! 

ମୁମ୍ବାଇ : ସମ୍ପ୍ରତି ଇମ୍‌ତିଆଜ୍ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍ ଆଜ୍‌କଲ୍‌’କୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର୍ ଧରିଛି। ଇତିମଧ୍ୟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଛି। ଟ୍ରେଲର ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି। ଫିଲ୍ମଟି ଫେବୃୟାରୀ ୧୪ ଭାଲେଣ୍ଟାଇନ୍ ଡେରେ ରିଲିଜ୍ ହେବ ବୋଲି କୁହାଯାଉଛି।…

ଅନେକ ରୋଗ ଦୂର କରେ ଶୁଣ୍ଠି 

ଭୁବନେଶ୍ବର : ଶୁଖିଲା ଅଦା ବା ଶୁଣ୍ଠି କେବଳ କବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ବିଶେଷକରି ଶୀତଦିନେ ଶୁଣ୍ଠିର ବ୍ୟବହାର ଦ୍ବାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ଏ ସମ୍ପର୍କରେଟ୍ଟ – ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ଶୁଣ୍ଠି ଖୁବ୍…

କଳିଙ୍ଗ ହସ୍ପିଟାଲରୁ ଜବତ ଅଲଟ୍ରାସାଉଣ୍ଡ ମେସିନ୍‍ର ନୂଆ ମୋଡ, ସିଲ୍‍ ଖୋଲିବାକୁ ମନକଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : କଳିଙ୍ଗ ହସ୍ପିଟାଲର ଜବତ ହୋଇଥିବା ଦୁଇଟି ଅଲଟ୍ରାସାଉଣ୍ଡ ସିଲ୍‍ ଖୋଲାଯାଇ ପାରିବନାହିଁ । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଳୟ ପକ୍ଷରୁ ପିସିପିଏନ୍‍ଡିଟି ଆଇନ୍‍ ଅନୁଯାୟୀ ଥିବା ନିୟମାବଳୀ ଆଧାରରେ ଅନୁମତି ଆଣିଲେ ଜିଲ୍ଲା ପ୍ରଶାସନ ଏହି ସିଲ୍‍ ଖୋଲିବ ବୋଲି ରାଜ୍ୟ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି କର୍ମକ୍ଷେତ୍ରରେ ଷଷ୍ଠାଧିପ ଯୁକ୍ତ ରବିଙ୍କ ଯୋଗୁ ସବୁ କଥାକୁ ଭଲରୂପେ ବିଚାର କରି କାମ କରିବା ଭଲ ହେବ। ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଲେ ମଧ୍ୟ ଆତ୍ମୀୟଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିବ। ଆଗାମୀ ଆନୁଷ୍ଠାନିକ କାମକୁ ଆଖି ଆଗରେ ରଖି ଘରକୁ…