Odia News Portal

ବଢିବନି ସର୍ବକ୍ଷମା ଅବଧି: ପ୍ରତାପ ଜେନା

ଭୁବନେଶ୍ୱର() ବଢିବନି ସର୍ବକ୍ଷମା ଅବଧି । ଏନେଇ ଆଜି ବିଧାନସଭାରେ ସ୍ପଷ୍ଟ କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି, ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ । ଆଉ ବଢିବନି ଅବଧି । ଯେଉଁମାନେ ସମୟରେ ଆବେଦନ କରିନାହାନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବନି । ଖିଲାପୀଙ୍କ ପ୍ରତି…

ପଟିଆ ବିଗ୍ ବଜାର ସିଲ୍

ଭୁବନେଶ୍ୱର() ସିଲ ହେଲା ପଟିଆ ବିଗ ବଜାର । ସିଲ କରୁଛି ବିଏମସି । ବିଏମସି କମିଶନର ଓ ବରିÂ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଛି ସିଲ । ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା ପାଇଁ ସିଲ କରାଯାଉଥିବା ସୂଚନା ମିଳିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର…

ରାଜ୍ୟରେ ୧୦,୦୦୦ ଦେହଜୀବୀ, କେଉଁଠି କେତେ ଜାଣନ୍ତୁ

ଭୁବନେଶ୍ୱର()  ରାଜ୍ୟରେ ୧୦, ୨୧୦ ଦେହଜୀବୀ । ଏନେଇ ଗତକାଲି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ ସବୁଠାରୁ ଅଧିକ ଦେହଜୀବୀ ବାଲେଶ୍ୱର ଜିଲ୍ଲାରେ ଅଛନ୍ତି । ୧୦୫୦ ଦେହଜୀବୀ ବାଲେଶ୍ୱର ଜିଲ୍ଲାରେ ଥିବା ବେଳେ କୋରାପୁଟ ଓ ମୟୂରଭଂଜରେ ୭୫୦…

ବିଜେଡି ନେତ୍ରୀଙ୍କ ମୃତ୍ୟୁ

ବ୍ରହ୍ମପୁର () ବ୍ରହ୍ମପୁର ଏସ୍ପି ଅଫିସ୍ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ଗତ ୧୨ ତାରିଖରେ ବ୍ରହ୍ମପୁର ଏସପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ କିରାସିନି ଢାଳି…

ହୀରାକୁଦ ବନ୍ଧ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ଢାଞ୍ଚାକୁ ଜାତୀୟସ୍ତରରେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ହୀରାକୁଦ ବନ୍ଧ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ଢାଞ୍ଚାକୁ ଜାତୀୟସ୍ତରରେ ପୁରସ୍କାର। ରକ୍ଷଣାବେକ୍ଷଣ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ ଇରିଗେସନ ଆଣ୍ଡ ପାୱାର ରାଜ୍ୟ ଜଳସଂପଦ ବିଭାଗକୁ ଏହି ପୁରସ୍କାର ପ୍ରଦାନ କରିଛି। ବିଶ୍ୱର ସର୍ବାଧିକ ଲମ୍ବ ମାଟିବନ୍ଧ ଡ୍ୟାମର ଓଡ଼ିଶାର ଖାଦ୍ୟ ଉତ୍ପାଦନ,…

ଫିଲ୍ମ ସେଟ୍‌ରେ ବଡ଼ଧରଣର ଦୁର୍ଘଟଣା, ୩ ଆସିଷ୍ଟାଣ୍ଟ ଡାଇରେକ୍ଟର ମୃତ ଓ ୯ ଗୁରୁତର

ଫିଲ୍ମଷ୍ଟାର କମଲ ହସନଙ୍କ ଫିଲ୍ମ ସେଟ୍‌ରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମସ୍ତେ ଆସିଷ୍ଟାଣ୍ଟ ଡାଇରେକ୍ଟର ବୋଲି ଜଣାଯାଇଛି। ସୂଚନା ମୁତାବକ ଚେନ୍ନାର ଇବିପି ଷ୍ଟୁଡିଓରେ ଇଣ୍ଡିଆନ୍‌ ୨ ଫିଲ୍ମର ସୁଟିଂ ଚାଲିଥିବା ବେଳେ କ୍ରେନ୍‌ କ୍ରାଶ୍‌ ହୋଇ ଏହି…

କଂଗ୍ରେସ ବାଟିଆ ପିଟା ପଛରେ ଦଳୀୟ ଯୁବ ନେତା : କାର୍ଯ୍ୟାନୁଷ୍ଠାନ ନହେଲେ ଦଳ ବୁଡିବ

ଭୁବନେଶ୍ୱର : କଂଗ୍ରେସକର୍ମୀମାନେ ପୁରୀ ପରେ ଭଦ୍ରକରେ ଯେଭଳି ବାଡିଆପିଟା ହୋଇଛନ୍ତି ତାହାକୁ ନେଇ ଏବେ ଦଳରେ ଆରମ୍ଭ ହୋଇ ମାନସ ମନ୍ଥନ । ରାଜ୍ୟ ସଭାପତି ଓ କେନ୍ଦ୍ରୀୟ ପ୍ରଭାରୀଙ୍କ ଉପସ୍ଥିତିରେ ଏଭଳି କାଣ୍ଡ ପଛରେ କିଏ ରହିଛି ତାହାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ତେବେ ଏହା ପଛରେ ନିଜକୁ…

ଜୁନ୍‌ରେ ଆସିବ ଏହି ଫିଲ୍ମ, ଏଥର ରାଣୀଙ୍କ ସହିତ ନଜର ଆସିବେ ସୈଫ

ୟଶରାଜ ଫିଲ୍ମ ବ୍ୟାନରରେ ନିର୍ମାଣ କରାଯାଇଥିବା ‘ବଣ୍ଟି ଔର ବବଲି ’ ର ସିକ୍ୟୁଏଲ ‘ବଣ୍ଟି ଔର ବବଲି ୨’ ଆସନ୍ତା ଜୁନ୍‌ ୨୬ରେ ରିଲିଜ୍‌ ହେବ ବୋଲି ଜଣାପଡିଛି। ୟଶରାଜ ଫିଲ୍ମର ଅଫିସିଆଲ୍‌ ୟୁଟ୍ୟୁବ ଚ୍ୟାନେଲରେ ଏହାର ଏକ କ୍ଲିପ ଜାରି କରାଯାଇ ରିଲିଜ୍‌ ଡେଟ୍‌ ସମ୍ପର୍କରେ ସୂଚନା ଦିଆଯାଇଛି।…

ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ, ଜାଗର ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ପୁରୀ : ପୁରୀ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନ୍ଦିର ଭିତରୁ ପଙ୍କୋଦ୍ଧାର କରାଯାଇଛି। ଏହି ଅବସରରେ ଏକ ବର୍ଷ ଧରି ଗମ୍ଭୀରାରୁ ଭକ୍ତ ଓ ସେବକମାନେ ଅତ୍ୟନ୍ତ ଆଗ୍ରହର ସହ ପଙ୍କ ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା, ସାରା ବର୍ଷ ମଧ୍ୟରେ ଆଜିର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ସାଙ୍ଗକୁ ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ର ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ସମସ୍ତେ ଏକ ମନ ନେଇ କାମ କରିପାରିବେ। ସାମାଜିକ ସ୍ତରରେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। କର୍ମକ୍ଷେତ୍ରରେ ସହମତିରେ…