Odia News Portal

ରାତି ପାହିଲେ ଜାଗରଯାତ୍ରା, ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଭୁବନେଶ୍ବର : ରାତି ପାହିଲେ ଜାଗର । ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଆସନ୍ତାକାଲି ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ । ନୀତି ନିର୍ଘଣ୍ଟକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମନ୍ଦିର ପ୍ରଶାସନ । ଆସନ୍ତାକାଲି ଭୋର ୩ଟାରେ ଦ୍ୱାର…

ଆସନ୍ତୁ ଜାଣିବା କେବେ ଚାଲିବ ଶ୍ରୀରାମାୟଣ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ : ମହାକାଳ ଏକ୍ସପ୍ରେସ୍‌ ପରେ ଏବେ ଶ୍ରୀ ରାମାୟଣ ଏକ୍ସପ୍ରେସ ଟ୍ରେନ ପୁଣିଥରେ ଚାଲିବା ପାଇଁ ପ୍ରସ୍ତୁତ ହୋଇଛି। ଆଇଆରସିଟିସି(IRCTC)ର ଏହି ଟୁରିଷ୍ଟ ଟ୍ରେନ ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଚାଲିବ। ଏହି ସିଜିନ୍‌ରେ ଚାଲିବାକୁ ଥିବା ଶ୍ରୀ ରାମାୟଣ ଏକ୍ସପ୍ରେସ ଟ୍ରେନରେ ଅନେକ…

ଓୟୁଏଟି ପାଇଁ ନୂଆ ଛାତ୍ରାବାସ ଓ ସ୍ପୋର୍ଟସ କମ୍ପଲେକ୍ସ

ଭୁବନେଶ୍ୱର() ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପରିସରରେ ୧୦୦୦ ଆସନ ବିଶିଷ୍ଟ ଛାତ୍ରବାସୀ ଏବଂ ସ୍ପୋର୍ଟସ କମ୍ପଲେକ୍ସ ନିର୍ମାଣ କରାଯିବ । ଏଥି ସହିତ ଯେଉଁ ଛାତ୍ରବାସ ଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ସେଗୁଡିକ ଭାଙ୍ଗି ଦେବା ସହ ଭଲ ସ୍ଥିତିରେ ଥିବା ଛାତ୍ରବାସ ଗୁଡିକର…

ତେଲୁଗୁ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବେ ଏହି ଅଭିନେତ୍ରୀ

ସାଉଥ୍‌ ଫିଲ୍ମରେ ଡେବ୍ୟୁ କରିବେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ସେ ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ଫିଲ୍ମରେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ନଜର ଆସିବେ। ଏଥିରେ ଅନନ୍ୟା ଲିଡ୍‌ ରୋଡ୍‌ରେ ଅଭିନୟ କରିବେ। ଫିଲ୍ମର ନାଁ ‘ଫାଇଟର’। ଏହି ମୁଭି ହିନ୍ଦୀ ଏବଂ ତେଲୁଗୁ ଭାଷାରେ ତିଆରି…

କିଟ୍ କ୍ୟାମ୍ପସ୍‌ରେ ଖେଲୋ ଇଣ୍ଡିଆର ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର : ସ୍ଥାନୀୟ କିଟ୍ କ୍ୟାମ୍ପସ୍‌ରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରିଡାର ଟ୍ରଫି ଔପଚାରିକ ଭାବେ ଉନ୍ମୋଚିତ ହୋଇଛି । ୟୁନିଭର୍ସିଟି ଅଫ୍ ମହୀଶୂର ଓ ଲକ୍ଷ୍ମୀ ବାଇ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ ଏଜୁକେସନ ଗ୍ୱାଲିୟର୍‌ର ଛାତ୍ରଛାତ୍ରୀମାନେ ବହୁ ଆଡମ୍ବର ମଧ୍ୟରେ…

ସୋସିଆଲ ମିଡିଆରେ ମୋଦୀଙ୍କୁ ପଛରେ ପକାଇଲେ ବିରାଟ, ଆସନ୍ତୁ ଜାଣିବା କେମିତି

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ସୋଶାଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ତାଙ୍କର ୫୦ ମିଲିୟନ ଫଲୋର୍ସ ପର୍ଯ୍ୟନ୍ତ ରହିଛନ୍ତି। ଯାହା ବର୍ତ୍ତମାନ କୌଣସି ଭାରତୀୟଙ୍କ ପାଖରେ ନାହିଁ। ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ…

ନିର୍ଭୟା ଦୋଷୀଙ୍କ ପାଇଁ କାହିଁକି କେସ ଲଢୁଛନ୍ତି ଏ.ପି.ସିଂହ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ()  ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ସରକାର ବାଧ୍ୟ ହୋଇଥିଲେ ଏଭଳି ଅପରାଧ ନିମନ୍ତେ ଥିବା ଆଇନର ସଂଶୋଧନ ଲାଗି। ସର୍ବାଧିକ ମୃତ୍ୟୁଦଣ୍ଡର ବ୍ୟବସ୍ଥା ବି ହୋଇଥିଲା ନ୍ୟାୟ ବ୍ୟବସ୍ଥାରେ। ହେଲେ ଏବେ ସେହି ଆଇନ କୁ ନେଇ ଦୋଷୀଙ୍କୁ ବାରମ୍ବାର…

ମୋଠୁ ଓ ମୋ ନାଁଠୁ ଦୂରେଇ ରୁହ

ମୁମ୍ବାଇ() ଚର୍ଚ୍ଚାରେ ଲୋକପ୍ରିୟ ଗାୟିକା ନେହା କକ୍କଡ଼ । ନିକଟରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲି, ନେହାଙ୍କ ସହ ତାଙ୍କ ବ୍ରେକଅପ୍କୁ ନେଇ ବୟାନ ଦେଇଥିଲେ। ହିମାଂଶ କହିଥିଲେ ଅନେକ ଦିନ ହେଲାଣି ଚୁପ୍ ରହିଥିଲେ, ସେଥିପାଇଁ ଲୋକଙ୍କ ମନରେ ତାଙ୍କ ବିଷୟରେ ଭୁଲ୍ ଧାରଣା ଆସିଥିଲା।…

ଆରପାରିରେ copy-pasteର ଜନକ

ଓ୍ୱାଶିଂଟନ() ଆରପାରିରେ copy-pasteର ଜନକସଫ୍ଟଓ୍ୱୟାର ଇଞ୍ଜିନିୟର ଲରି ଟେସ୍ଲର।୭୪ ବର୍ଷ ବୟସରେ ଏବେ ତାଙ୍କର ପରଲୋକ ହୋଇଛି। ଲେରି ଟେସ୍ଲର ୧୯୬୦ରେ ଆମେରିକାର ସିଲିକନ ଭ୍ୟାଲିରେ କମ୍ୟୁଟର ଇଞ୍ଜିନିୟର ଭାବରେ କାମ ଆରମ୍ଭ କରିଥିଲେ। କାମକୁ ସରଳ କରିବାକୁ ଯାଇ Ctrl+C (କପି) ଏବଂ…

୫ମାସରେ ୩୮ କୋଟି ଜରିମାନା ଆଦାୟ

ଭୁବନେଶ୍ୱର() ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ୫ମାସରେ ଆଦାୟ ହୋଇଛି ୩୮ କୋଟି ଜରିମାନା । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।ହେଲମେଟ ଚେକିଂ ଠାରୁ ଆରମ୍ଭ କରି ରଙ୍ଗ ସାଇଡ ଡ୍ରାଇଭ, ମୋବାଇଲରେ କଥା ହୋଇ ଗାଡି ଚଳାଇବା ଭଳି ଘଟଣାରେ ଗାଡି ଚାଳକଙ୍କ…