ଏଫଆଇଏଚ୍ ପ୍ରୋ ହକି ଲିଗ : ନେଦରଲ୍ୟାଣ୍ଡସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କଲା ଭାରତ
ଭୁବନେଶ୍ବର : ପ୍ରଥମଥର ପାଇଁ ଏଫଆଇଏଚ୍ ପ୍ରୋ ହକି ଲିଗ ଖେଳୁଥିବା ଭାରତୀୟ ପୁରୁଷ ଦଳ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ନିଜର ଦବଦବା ଦେଖାଇଛି। ୟୁରୋପିଆନ ଚାମ୍ପିୟନଶିପ୍ରେ ବ୍ରୋଞ୍ଜ ପଦକ ବିଜେତା ଶକ୍ତିଶାଳୀ ନେଦରଲ୍ୟାଣ୍ଡସକୁ ଟିମ୍ ଇଣ୍ଡିଆ ୫-୨ରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ…
