Odia News Portal

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ

ନୂଆଦିଲ୍ଲୀ() ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଆସନ୍ତା ଫେବୃୟାରୀ ୮ ତାରିଖରେ ହେବ ଦିଲ୍ଲୀରେ ଭୋଟିଂ ଏବଂ ୧୧ ତାରିଖରେ ହେବ ଭୋଟ ଗଣତି ।ତେବେ ନିର୍ବାଚନ ପାଇଁ ଆସନ୍ତା ଜାନୁୟାରୀ ୨୧ ହେଉଛି ନାମାଙ୍କନ ଭରିବାର ଶେଷ ତାରିଖ । ଦିଲ୍ଲୀରେ ମୋଟ ୭୦ ଆସନ…

ମୋଦିଙ୍କ ଇସାରାରେ ହୋଇଛି ଜେଏନ୍ୟୁ ହିଂସା

ନୂଆଦିଲ୍ଲୀ()  ଜେଏନ୍ୟୁ ହିଂସା ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସା କାଣ୍ଡ ମୋଦି ସରକାରଙ୍କ ଇସାରାରେ ହିଁ ହୋଇଛି। ଗୁଣ୍ଡାଙ୍କ ଦ୍ୱାରା ମାଡ଼ପିଟି କରି…

ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ: ନବୀନ

ଭୁବନେଶ୍ୱର() ଜେଏନୟୁରେ ଛାତ୍ରଛାତ୍ରୀ ଆକ୍ରମଣ ଘଟଣାକୁ ନେଇ ତୀବ୍ର ହେବାରେ ଲାଗିଛି ରାଜନୀତି । ସେପଟେ ଜେଏନୟୁରେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତିି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ତେବେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ବୋଲି…

୮ରେ ଭାରତ ବନ୍ଦ

ନୂଆଦିଲ୍ଲୀ()  ଜାନୁଆରି ୮ ତାରିଖରେ ଦିଆଯାଇଛି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ।ଏନଡିଏ ସରକାରଙ୍କ ‘ଦମନକାରୀ ନୀତି’ ପ୍ରତିବାଦରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଶ୍ରମିକ ସଂଗଠନ ସିଟୁର ସାଧାରଣ ସଂପାଦକ ତପନ ସେନ କହିଛନ୍ତି ଯେ ଅସଂଗଠିତ, ବ୍ୟାଙ୍କିଙ୍ଗ୍ ଏବଂ…

ବାଳାଶ୍ରମରେ ନିଜ ଜନ୍ମଦିନ ପାଳିଲେ ଏସ ପି ଚରଣ ସିଂ

ଯାଜପୁର ରୋଡ  : ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣା ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କରିଛନ୍ତି ଏସ୍ ପି ଚରଣ ସିଂ ମୀନା ବାଳାଶ୍ରମର ଅନାଥ ଶିଶୁ ମାନଙ୍କ ସହ ନିଜର ଜନ୍ମଦିନ ମନାଇବାକୁ ଶ୍ରି ମୀନା ସନ୍ଧ୍ୟାରେ ବାଳାଶ୍ରମରେ ସପରିବାରେ ପହଂଚି ପିଲା ମାନଙ୍କ ସହ ସମୟ ଅତିବାହିତ…

ଖୁଣ୍ଟରେ ବନ୍ଧା ହେଲେ ରୋଡ ରୋମିଓ

ବାଲେଶ୍ବର : ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରୁଥିଲେ । ଲୋକଙ୍କ ହାତରେ ଧରାପଡ଼ିଲେ, ପାନେ ନେଲେ ତିନି ଜଣ ରୋଡ୍‌ ରୋମିଓ । ସେମାନଙ୍କୁ ଖୁଣ୍ଟରେ ବାନ୍ଧିଦେଲେ ମହିଳାଙ୍କ ପରିବାର ଓ ଗାଁ ଲୋକ । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ । ଏହି ଚିନି ଜଣ ଯୁବକ କିଛି…

ମଶାଣି ସଫା କଲେ ବିଧାୟକ

ସୁନ୍ଦରଗଡ: ମଶାଣି ସଫା କଲେ ବିଧାୟକ । ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ମଶାଣିକୁ ସଫା କରିଛନ୍ତି ତଲସରା ବିଧାୟକ ଭବାନୀ ଭୋଇ । ସୁନ୍ଦରଗଡ ରାଣୀ ବଗିଚା ନିକଟରେ ଥିବା ମଶାଣିରେ ସବୁଦିନ ଶବଦାହ କରାଯାଉଛି । ହେଲେ ସଫେଇ ପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି । ଏମିତିକି ପ୍ରଶାସନିକ…

ଏହି ସବୁ ରୋଗରୁ ମୁକ୍ତିଦିଏ କାଜୁ 

କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ୍‌ ଓ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଥାଏ। ଶୀତଦିନେ ଏହାକୁ ଖାଇବା ଲାଭଜନକ ହେବା ସହ ଅନେକ ରୋଗକୁ ମୁକ୍ତି ଦେଇଥାଏ, ଜାଣନ୍ତୁ ସେ ସମ୍ପର୍କରେଟ୍ଟ – କାଜୁ ହାଡ଼ ଶକ୍ତ କରିବା ସହ ହୃଦରୋଗରୁ…

ଲୋକସେବା ଭବନରେ କାର୍ଯ୍ୟାକାରୀ ହୋଇପାରୁନି ବଦଳି ନୀତି

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନୀତି ଲାଗୁ ହେଉଥିବାବେଳେ ସଚିବାଳୟ ସେବାର କର୍ମଚାରୀଙ୍କ ପାଇଁ କିନ୍ତୁ କୌଣସି ବଦଳି ନୀତି କାର୍ଯ୍ୟକାରୀ ହେଉନାହିଁ । ପ୍ରତିବର୍ଷ ବରିଷ୍ଠ ଡାକ୍ତର, ମେଡିକାଲ କଲେଜର ପ୍ରଫେସର, ବିଶ୍ୱବିଦ୍ୟାଳୟର ଅଧ୍ୟାପକ,…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଶୁକ୍ରଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଅର୍ଥ,ସମ୍ମାନ ପାଇବା ସହ ନୂତନ ବନ୍ଧୁସମ୍ପର୍କ ସୃଷ୍ଟି ହେବ। ସକାଳୁ ସକାଳୁ ଆଶା କରିଥିବା ଖବର ପାଇ ମନ ଖୁସୀ ହୋଇଯିବ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ,ସଭାସମିତି, ପରିବହନ ପ୍ରଭୃତି ପ୍ରତ୍ୟେକ କ୍ଷେତ୍ର୍ରରେ…