ରାଜଧାନୀ ବିଦ୍ୟାଳୟରେ ଆସ୍ଥାନ ଜମାଇଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ
ଭୁବନେଶ୍ୱର : ଟିଉସନଖୋର ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଚର୍ଚ୍ଚାରେ ଥିବାବେଳେ ଦୀର୍ଘଦିନ ଧରି ରାଜଧାନୀରେ ଆସ୍ଥାନ ଜମାଇଥିବା ବିଦ୍ୟାଳୟ ଶିକ୍ଷକଙ୍କୁ କେବେ ହଟାଯିବ ତାହାକୁ ନେଇ ଦାବି ଉଠିଲାଣି । ରାଜଧାନୀର ଗୋଟିଏ ଗୋଟିଏ ହାଇସ୍କୁଲରେ…
