ରାଜ୍ କୁନ୍ଦ୍ରାଙ୍କ ବିରୋଧରେ କ୍ରିମିନାଲ୍ କେସ୍ କଲେ ମଡେଲ ପୁନମ୍, ଆସନ୍ତୁ ଜାଣିଵା ପୂରା ମାମଲା
ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ସୌରଭ କୁଶଓ୍ଵାହାଙ୍କ ବିରୋଧରେ କ୍ରିମିନାଲ୍ କେସ୍ କରିଛନ୍ତି ଆକ୍ଟ୍ରେସ୍ ତଥା ମଡେଲ ପୁନମ୍ ପାଣ୍ଡେ। ପୋଲିସରେ ଏତଲା ଦେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୁନମ୍ଙ୍କ ଅଭିଯୋଗ ଅନୁଯାୟୀ, ଦେଶ ଏବଂ ଦେଶ…
