Odia News Portal

ବାଣ ବିସ୍ଫୋରଣ ହୋଇ ୧୫ ମୃତ

ଅମୃତସର() ପଞ୍ଜାବରେ ଟ୍ରାକ୍ଟରର ଟ୍ରଲିଟି ବିସ୍ଫୋରଣ କରିବା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଅନେକ ଆହତ ହୋଇଛନ୍ତି। ପଞ୍ଜାବର ତରନତାରନରେ ଏହି ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ କୀର୍ତ୍ତନ ପାଇଁ ଟ୍ରାକ୍ଚରରେ ଯାଉଥିବା ବେଳେ ଟ୍ରଲିରେ ବାଣ ରଖିଥିଲେ ବୋଲି ଜଣାପଡ଼ିଛି। କୌଣସି କାରଣରୁ…

ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପ୍, ଲେନିନ-ଲିଙ୍ଗରାଜ ଚାମ୍ପିଅନ

ସିଏସ ବାବୁ-ପିକେ ପାତ୍ର ରନର୍ସ ଅପ ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପରେ ଲେନିନ ମଲ୍ଲିକ ଓ ଲିଙ୍ଗରାଜ ଲେଙ୍କାଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ସେମାନେ ୨-୦ ସେଟରେ ସିଏସ ବାବୁ ଓ ପିକେ…

ଫିଟନେସ୍ ପାଇଁ ସିରିୟସ୍

ଭୁବନେଶ୍ୱର () ବାବୁସାନ ୩୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଗୀତରେ କଣ୍ଠଦାନ କରିଛନ୍ତି। ପୂର୍ବରୁ ନିଜ ଫିଟ୍ନେସ୍ ପ୍ରତି ଗୁରୁତ୍ୱ ଦେଉ ନ ଥିବା ବାବୁସାନ ଏବେ ପୂରା ବଦଳିଯାଇଛନ୍ତି। ହଟ୍ ଲୁକ୍ରେ କିପରି ଦର୍ଶକଙ୍କ ମନ ଜିଣିବେ ସେଥିପାଇଁ ସେ ଗତ ଦେଢ଼ ବର୍ଷ ହେବ…

ଚିଲିକାରେ ଫସିଲା ଭସାପୋଲ

ଚିଲିକା () ଚିଲିକା ମଝିରେ ଫସି ଅଟକ ରହିଛି ଭସାପୋଲ । ପ୍ରବଳ ପବନ ଯୋଗୁଁ ଚାନେଲରୁ ବାହାରି ଯାଇଥିବା ସୂଚନା ମିଳିଛି । ଏହି ଭସାପୋଲରେ ପ୍ରାୟ ୭୦ରୁ ୮୦ ଜଣ ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି । ପୋଲରେ ଗୋଟିଏ ବସ ସହ କିଛି ବାଇକ ମଧ୍ୟ ଫସି ରହିଥିବା ସୂଚନା ମିଳିଛି ।

ସାପ କି ବାଦୁଡି ନୁହେଁ, ଏହି ଜୀବଠାରୁ ବ୍ୟାପିଛି କରୋନା ଭାଇରସ

ନୂଆଦିଲ୍ଲୀ() କରୋନା ଭାଇରସ ନେଇ ଲୋକେ ଭୟଭୀତ ଏବଂ ଆତଙ୍କିତ ଅବସ୍ଥାରେ ନିଜର ଜୀବନଯାପନ କରୁଛନ୍ତି । କରୋନା ଭୂତାଣୁର ପ୍ରତିଷୋଧକ ପାଇଁ ବୈଜ୍ଞାନିକ ଓ ଡାକ୍ତରମାନେ ଗବେଷଣାରେ ଲାଗି ପଡ଼ିଛନ୍ତି । ଅନ୍ୟପଟେ କରୋନା ଚୀନରୁ ଡେଇଁ ବିଶ୍ଵର ପ୍ରାୟ ୨୫ ଟି ଦେଶରେ ନିଜର କାୟା ବିସ୍ତାର…

କରୋନା ପାଇଁ ୧୦୦ ନିୟୁତ ଡଲାର୍ ସହାୟତା ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ() ସାରା ବିଶ୍ବରେ ଏବେ କରୋନା ଚିନ୍ତା । କରୋନା ଭାଇରସ ନେଇ ଲୋକେ ଭୟଭୀତ ଏବଂ ଆତଙ୍କିତ ଅବସ୍ଥାରେ ନିଜର ଜୀବନଯାପନ କରୁଛନ୍ତି । କରୋନା ଭୂତାଣୁର ପ୍ରତିଷୋଧକ ପାଇଁ ବୈଜ୍ଞାନିକ ଓ ଡାକ୍ତରମାନେ ଗବେଷଣାରେ ଲାଗି ପଡ଼ିଛନ୍ତି । ଅନ୍ୟପଟେ କରୋନା ଚୀନରୁ ଡେଇଁ ବିଶ୍ଵର ପ୍ରାୟ ୨୫ ଟି…

ପକ୍କା ହେବ ସବୁ ପଂଚାୟତ : ପ୍ରତାପ ଜେନା

ଭୁବନେଶ୍ୱର() ରାଜ୍ୟର ସବୁ ପଂଚାୟତରେ ହେବ ପକ୍କା ଘର । ଆଗାମୀ ୩ ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିବ। ସେମାନଙ୍କୁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଶନିବାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ତେବେ…

୭ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଆହୁରି ୨୪ ଘଣ୍ଟା ରାଜ୍ୟରେ ବର୍ଷା ସମ୍ଭାବନା । ଏନେଇ ୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ୭ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ବହିବ ପବନ ।ଏହି ଜିଲ୍ଲାଗୁଡିକ ହେଲା ପୁରୀ, ଢ଼େଙ୍କାନା. ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ , କେନ୍ଦୁଝର, ମୟୁରଭଞ୍ଜ…

ଇଟିଲି ଖାଇବାକୁ ପସନ୍ଦ କରୁଛନ୍ତି କି, ଆଜି ହିଁ ପ୍ରସ୍ତୁତ କରନ୍ତୁ ଚିଲି ଇଟିଲି

ଭୁବନେଶ୍ଵର : ଇଟିଲି ପସନ୍ଦ କରୁଥିବା ଲୋକମାନଙ୍କୁ କିଛି ନୂଆ ଉପାୟରେ ରୋଷେଇ କରି ଖୁଆଇବାକୁ ଚାହୁଁଥିଲେ ଆପଣ ଚିଲି ଇଟିଲି ପ୍ରସ୍ତୁତ କରି ପାରିବେ। ଖଟା ଖାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହା ଖୁବ୍ ପସନ୍ଦ ଆସିଵ। ତେବେ ଇଟିଲିକୁ ଟିକେ ନୂଆ ରୂପ ଦେଇ ଅଲଗା ଭାବେ ପରଷନ୍ତୁ ଦେଖିବେ ନିଶ୍ଚୟ…

ସଚିବାଳୟ ସେବା ସଂଘରେ ନିର୍ବାଚନ ଆଶା ସଞ୍ଚାର, ଅଣ୍ଟା ଭିଡିଛନ୍ତି ଯୁବ କର୍ମଚାରୀ

ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘରେ ଦୀର୍ଘଦିନ ଧରି ନେତୃତ୍ୱ ଓ ନିର୍ବାଚନକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବାର ସମ୍ଭାବନା ସୃଷ୍ଟି ହୋଇଛି । କେତେକ ନୂତନ ସହକାରୀ ଉପବିଭାଗ ଅଧିକାରୀଙ୍କ ଉଦ୍ୟମ କ୍ରମେ ନିର୍ବାଚନ ହେବାକୁ ଯାଉଛି । ଗତକାଲି ଏ ସଂକ୍ରାନ୍ତରେ ଯୁବ ସଦସ୍ୟମାନେ…