ଜାନୁଆରୀ ୫ରୁ ପୁରୀରେ ୨୬ତମ ପୁସ୍ତକ ମେଳା
ପୁରୀ : ଜାନୁୟାରୀ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୬ତମ ପୁସ୍ତକ ମେଳା ଆୟୋଜିତ ହେବ। ୧୦ ଦିନ ବ୍ୟାପୀ ହେବାକୁ ଥିବା ଏହି ପୁସ୍ତକ ମେଳା ଶରଧାବାଲିଠାରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ସାହିତି୍ୟକ ସୁବିଦ୍ୟା ଦେବୀ, ଗବେଷକ ଡ.ସୁନୀଲ ରଥ, ବିଜୟ ପ୍ରକାଶନ ସଂସ୍ଥା ଏବଂ ରାଜକିଶୋର ମିଶ୍ରଙ୍କୁ ଆଜୀବନ…
