Odia News Portal

କ୍ରୀଡ଼ାମନ୍ତ୍ରୀଙ୍କ ଅଚାନକ କଳିଙ୍ଗ ଷ୍ଟାଡିୟମ୍ ଗସ୍ତ

ଭୁବନେଶ୍ୱର() ଇଲେକ୍ଟ୍ରୋନିକ, ଆଇଟି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କଳିଙ୍ଗ ଷ୍ଟାଡିୟମ୍କୁ ଅଚାନକ ଗସ୍ତ କରିବା ସହ ଷ୍ଟାଡିୟମ୍ର ଭିତ୍ତିଭୂମି ଏବଂ ଏଠାରେ ଥିବା ହାଇ ପରଫରମାନ୍ସ ସେଣ୍ଟରଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ । ଷ୍ଟାଡିୟମ୍ ପରିସରରେ ଥିବା ଫୁଟବଲ ପଡ଼ିଅ…

ଏଣିକି ରଙ୍ଗରୁଟ୍‌ରେ ଗାଡି ଚଲାଇଲେ ଟାୟାର ହେବ ଲିକ୍‌

ଭୁବନେଶ୍ୱର : ସାବଧାନ ଗାଡ଼ି ଚାଳକ! ଏଣିକି ରଙ୍ଗରୁଟ୍‌ରେ ଗାଡି ଚଲାଇଲେ ଟାୟାର ଲିକ୍‌ ହେବ ! ରଙ୍ଗରୁଟ୍‌ ଡ୍ରାଇଭିଂ ରୋକିବାକୁ କମିଶନରେଟ ପୋଲିସ ଲଗାଇବାକୁ ଯାଉଛି ସ୍ପାଇକ୍‌ ବାରିଅର। କଟକ-ଭୁବନେଶ୍ୱରରେ ୨୪୨ଟି ରଙ୍ଗ୍‌ ରୁଟ୍‌ ସ୍ଥାନ ଚିହ୍ନଟ ହୋଇଛି। ଏହା ଭିତରୁ ୩୨ଟି ଅତି ସମ୍ବେଦନଶୀଳ…

ଏହି କ୍ରିକେଟରଙ୍କ ଦିୱାନୀ ଦିଶା , ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ ଦିଶା ପଟ୍ଟାନୀ । ନିକଟରେ ଫିଲ୍ମର ଏକ ପ୍ରମୋସନାଲ୍ ଇଭେଣ୍ଟରେ ଦିଶା ନିଜ ଫେଭ୍ରେଟ୍ କ୍ରିକେଟରଙ୍କ ଖୁଲାସା କରିଥିଲେ। ଦିଶା ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକ୍ରେ ଅଭିନୟ କରିଥିଲେ। ଏଥିପାଇଁ ପ୍ରାୟତଃ ଲୋକେ ଭାବିଥିଲେ ଯେ, ଦିଶା ଧୋନୀଙ୍କ ନାଁ…

ଓଡିଶାକୁ ୪୩୭୩ କୋଟି ରେଳ ବଜେଟ

ନୂଆଦିଲ୍ଲୀ() ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟି ଅନୁଦାନ । ଅନୁଗୁଳ- ସୁକିନ୍ଦା ଲାଇନ ପାଇଁ ୪୫୦ କୋଟି ଅନୁଦାନ । ହରିଦାସପୁର- ପାରାଦୀପ ପାଇଁ ୧୦୦ କୋଟି । ଖୋର୍ଦ୍ଧା- ବଲାଙ୍ଗିର ଲାଇନ ପାଇଁ ୫୨୦ କୋଟି । ତାଳଚେର- ବିମଳାଗଡ ପାଇଁ ୧୪୦ କୋଟି । ଜୟପୁର- ମାଲକାନଗିରି ପାଇଁ ୩୩ କୋଟି ଅନୁଦାନ…

ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି

ପୁରୀ () ବୁଧବାର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ମନ୍ଦିରର ଫାଉଣ୍ଡେଶନ ପାଣ୍ଠି ଏସ୍ବିଆଇ…

ଆହୁରି ଦୁଇ ଦିନ ଲାଗି ରହିବ ବର୍ଷା

ଭୁବନେଶ୍ଵର()  ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଦେଖିବାକୁ ମିଳିଛି । ତେବେ ଆସନ୍ତା ୭ ତାରିଖ ଯାଏଁ ଏମିତି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗ ଅନୁଯାୟୀ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।…

ନିର୍ଭୟା ଦୋଷୀଙ୍କୁ ସପ୍ତାହେ ମହଲତ

ନୂଆଦିଲ୍ଲୀ() ନିର୍ଭୟା ୪ ଦୋଷୀଙ୍କୁ ୭ ଦିନର ମହଲତ ଦେଲେ ଦିଲ୍ଲୀ ହାଇକୋର୍ଟ ।ଏହା ସହ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୪ ଦୋଷୀଙ୍କୁ ଅଲଗା ଅଲଗା ନୁହେଁ ବରଂ ଏକ ସଙ୍ଗରେ ପାଶୀ ଦେବାକୁ କୋର୍ଟ କହିଛନ୍ତି । ତେବେ ବାରମ୍ବାର ଅଭିଯୁକ୍ତମାନେ ଆଇନର ଗଳାବାଟ ଦେଇ ଫାଶୀ ଦଂଡାଦେଶକୁ ଘୁଂଚାଉଥିବାରୁ…

ପ୍ରିୟଙ୍କାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର()  ପ୍ରିୟଙ୍କାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ପ୍ରିୟଙ୍କାଙ୍କ ଝିଅଙ୍କୁ ମିଳିବ ମାଗଣା ଚିକିତ୍ସା । ସୂରଜ ଯୋଜନାରେ ପରିବାରକୁ ମିଳିବ ସହାୟତା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ କରାଯିବ। ଏହାଛଡ଼ା…

ବସ ଷ୍ଟାଣ୍ଡରେ ହେବ ସପିଂ ମଲ

ଭୁବନେଶ୍ୱର() ଏଣିକି ସମସ୍ତ ବସ ଷ୍ଟାଣ୍ଡରେ ରହିବ ସପିଂ ମଲ । ଆବଶ୍ୟକ ସ୍ଥଳେ ବଡ଼ ବସଷ୍ଟାଣ୍ଟ ଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା କରାଯିବ । ଏନେଇ ସୂଚନା ଦେଇଛନ୍ତି ସହରାଂଚଳ ବିକାଶ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋ ବସ ଅଧିକ ସଫଳ…

ଝଟପଟ୍ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ଆଳୁ ମଟର ମୁଗଲାଇ

ଭୁବନେଶ୍ଵର : ଆଳୁ ମଟର ତରକାରୀ ଖାଇବାକୁ ପ୍ରାୟ ସମସ୍ତେ ସମସ୍ତେ ପସନ୍ଦ କରିଥାନ୍ତି। ତେବେ ଯଦି ଆପଣଙ୍କ ନିକଟରେ କମ୍ ସମୟ ରହିଛି ତେବେ ଆପଣ ଝଟପଟ୍ ଆଳୁ ମଟରରେ ପ୍ରସ୍ତୁତ ମୁଗଲାଇ କରିପାରିବେ। ଏହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ। ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ- ଆବଶ୍ୟକୀୟ…