ତାରାତାରିଣୀ ଵିକାଶ ପ୍ୟାକେଜକୁ ମଞ୍ଜୁରୀ, ୫-ଟି ସଚିବ ଗସ୍ତ ପରେ ପ୍ରସ୍ତୁତ ହେଲା ଵ୍ଲୁ ପ୍ରିଣ୍ଟ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଫୋକସରେ ପ୍ରାଚୀନ ପୀଠର ବିକାଶ । ତାରା ତାରିଣୀ ପୀଠର ବିକାଶ ପାଇଁ ପୁନର୍ବିକାଶ ଯୋଜନା । ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଠିକ୍ ସମୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାରା ତାରିଣୀ ମନ୍ଦିରର ସିଂହଦ୍ୱାର ପ୍ରବେଶ ପଥ, ପାଥ୍…
