Odia News Portal

ଆଜି ୪ର୍ଥ ଟି-୨୦ : ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା

ୱଲିଂଟନ : ଆଜି ୱଲିଂଟନରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦ ମ୍ୟାଚ୍ । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ରେ ୩-୦ରେ ଆଗୁଆ ରହିଛି ଭାରତ । ଏହାସହ ସରିଜ୍ ମଧ୍ୟ ନିଜ ନାଁରେ କରିସାରିଛି ଟିମ୍ ଇଣ୍ଡିଆ । ଆଜିର ମୁକାବିଲା ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଆରମ୍ଭ ହେବ।…

ଉଦ୍ଧାର ହେଲେ ୨୩ ଶିଶୁ, ଦୁର୍ବୃତ୍ତକୁ ଏନ୍‌କାଉଣ୍ଟର କଲା ପୋଲିସ

ଫରୁକାବାଦ : ଉତ୍ତରପ୍ରଦେଶର ଫରୁକାବାଦ ଜିଲ୍ଲାରେ ଜଣେ ଦୁର୍ବୃତ୍ତ ୨୩ଜଣ ଶିଶୁଙ୍କୁ ଏକ ଘରେ ବନ୍ଦ କରି ରଖିଥିବା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ୨୩ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଦୁର୍ବୃତ୍ତକୁ ଗୁଳି କରିଛି । ଦୁର୍ବୃତ୍ତ ଜଣଙ୍କ ନାଁ ସୁବାଷ ବାଥମ ବୋଲି…

ମା’ଙ୍କ ପୀଠରେ ୫-ଟି ସଚିବ

ଭୁବନେଶ୍ବର :  ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା  ପର୍ଯ୍ୟଟନ, ଆଧ୍ୟାତ୍ମିକ ତଥା ଐତିହ୍ୟସ୍ଥଳୀ ଗୁଡ଼ିକର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି, ଆଉ ପ୍ରସ୍ତୁତ ହୋଇଛି ନୀଳ ନକ୍ସା ବା ବ୍ଲୁ ପ୍ରିଣ୍ଟ । ଏହି ଆଧାରରେ ସରକାରଙ୍କ ପକ୍ଷରୁ  ମିଶନ ମୋଡ଼ରେ କାମା…

ଚା’ ପ୍ରେମୀମାନେ ସାବଧାନ! ସତର୍କ ନ ହେଲେ ହୋଇପାରେ ଅନେକ ଅସୁବିଧା

ଚା’ ହେଉଛି ଏମିତି ଏକ ଜିନିଷ ଯାହାର ସାହାଯ୍ୟରେ ଅନେକଙ୍କ ଘରେ ସକାଳ ଆରମ୍ବ ହୁଏ । ଏମିତି କିଛି ଘର ଅଛି ଯେଉଁଠି ବିନା ଚା’ ରେ ଜଳଖିଆ ହୋଇଥାଏ ନଥାଏ। ଆପଣ ଦେଖିଥିବେ କିଛି ଲୋକ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ଅନେକ ଲୋକ ବେଡ୍ ଟି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ କୌଣସି ଅତୀତ ଘଟଣା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟି କରିବା କାରଣରୁ କୌଣସି କାମ ପ୍ରତି ଉତ୍ସାହ ରହି ନ ପାରେ। ବହୁପୂର୍ବରୁ ସ୍ଥିରୀକୃତ ପ୍ରିୟଜନମାନଙ୍କ ସହ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ଲାଭକରି ଖୁସି ରହିପାରନ୍ତି।…

୨୦ ଶିଶୁଙ୍କୁ ବନ୍ଧକ ରଖିଲା ଦୁର୍ବୃତ୍ତ, ଉଦ୍ଧାର ପାଇଁ ପହଞ୍ଚିଲେ କମାଣ୍ଡୋ

ଫରୁକାବାଦ : ଉତ୍ତର ପ୍ରଦେଶର ଫରୁକାବାଦ ଜିଲ୍ଲାରେ ଗୁରୁବାର ଅପରାହ୍ନରୁ ଜଣେ ଦୁର୍ବୃତ୍ତ ୨୦ ଜଣ ଶିଶୁଙ୍କୁ ନିଜ ଘରେ ବନ୍ଧକ କରି ରଖିଛି । ଅଭିଯୁକ୍ତ ଲଗାତାର ସ୍ଥାନୀୟ ବିଧାୟକ ଏବଂ ଅଧିକାରୀଙ୍କୁ ଉକ୍ତ ସ୍ଥାନକୁ ଡାକିବାକୁ ଦାବି କରୁଛି । ଏହି ସମୟରେ ସେ  କବାଟ ପଛ ପଟୁ ବୋମ ଏବଂ ଗୁଳି…

ଖେଲୋ ଇଣ୍ଡିଆ ପ୍ରତିଯୋଗୀତାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଆସନ୍ତା ଫେବୃୟାରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଯୋଗୀତାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ…

ବିଧାୟକଙ୍କ ସହାୟତାରେ ସୁସ୍ଥ ହୋଇ ଘରକୁ ଫେରିଲେ ପବିତ୍ର

କେନ୍ଦ୍ରାପଡା () ସୁସ୍ଥ ହୋଇ ଘରକୁ ଫେରିଲେ ପବିତ୍ର ବେହେରା। ୧୩ ଦିନ ଧରି କଟକରେ ଚିକିତ୍ସିତ ହୋଇ ପବିତ୍ର ସୁସ୍ଥ ହୋଇ ଘରକୁ ଫେରିବା ପରେ ପରିବାରରେ ଖୁସି ଫେରିଛି । ସୂଚନାଅନୁସାରେ , ବାପା ଅସୁସ୍ଥ ହେବା ପରେ ପରିବାରର ବୋଝ କାନେ୍ଧଇ ଥିବା ୯ ବର୍ଷର ପ୍ରଥମେଶର ଗୁହାରୀ ଶୁଣି ସହାୟତାର…

ବାଦୁଡ଼ି ସୁପରୁ ବ୍ୟାପିଲା କୋରୋନା ଭାଇରସ, ଜାଣନ୍ତୁ ପୁରା କଥା

କୋରୋନା ଭାଇରସର ଆତଙ୍କ ପୁରା ଚୀନ ଠାରୁ ଆରମ୍ଭ ଭାରତ ପର୍ଯ୍ୟନ୍ତ ବ୍ୟାପିଛି । ଏହି ଭାଇରସ ଆସିଲା କେମିତି, କେଉଁ କାରଣରୁ ସୃଷ୍ଟି ହେଲା, ତାହାର ବିଭିର୍ନ ସୂତ୍ର ଧୀରେ ଧୀରେ ଜଣା ପଡିବାରେ ଲାଗିଛି । କିଛି ତଥ୍ୟ ଅନୁସାରେ ଚୀନ ର ଉହ୍ୱାନ ଠାରେ ମିଳୁଥିବା ବାଦୁଡ଼ି ସୁପରୁ ଏହି ଭାଇରସ…

କଡା ନିଷ୍ପତି ନେଲେ ସନି, ଜାଣନ୍ତୁ କାହିଁକି ଫ୍ୟାନ୍ସଙ୍କୁ ସେଲ୍ଫି ନା

ଫିଲ୍ମରେ ଆକ୍ଟିଙ୍ଗ୍ ଏବଂ ଡ୍ୟନ୍ସିଂ ନମ୍ବର କରିବା ପରେ ବର୍ତ୍ତମାନ ସନି ଲିଓନୀ ପ୍ରଡ୍ୟୁସର ହୋଇଯାଇଛନ୍ତି । ସେ ଆଜିକାଲି ନିଜ ସ୍ବାମୀ ଡାନିଏଲ୍ ୱେବରଙ୍କ ସହିତ ଫିଲ୍ମ ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ସେ ନିକଟରେ ସୁଟିଙ୍ଗ ପାଇଁ ଟିମ୍ ସହିତ ବିଦେଶ ଯାତ୍ରା କରିଛନ୍ତି। ସନି ସବୁବେଳେ ନିଜ…