ନୂଆ ଲୁକରେ ନଜର ଆସିଲେ କରିନା କପୁର ଓ କିଏରା ଆଡ଼ଭାନୀ
ମଲ୍ଟିଷ୍ଟାର ସିନେମା ‘ଗୁଡ଼ ନ୍ୟୁଜ’ ରିଲିଜ ହେବା ପାଇଁ ଆଉ ମାତ୍ର କିଛି ମୁହୂର୍ତ୍ତ ହିଁ ବାକି ଅଛି । ଫିଲ୍ମଟିକୁ ପ୍ରମୋଟ କରିବା ପାଇଁ ଏହାର କଳାକାର ମାନେ ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି । ଏମିତିକି ଫିଲ୍ମର ଅଭିନେତ୍ରୀ କରିନା କପୁର ଓ କିଆରା ଆଡ଼ଭାନୀ ଫିଲ୍ମର ପ୍ରମୋସନ ପାଇଁ ନିଜର…
