Odia News Portal

ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରଜ୍ଞାପନ ମେଢ଼କୁ ଦ୍ବିତୀୟ ସ୍ଥାନ

ଭୁବନେଶ୍ବର : ଦିଲ୍ଲୀ ରାଜପଥରେ ଗଡ଼ିଥିବା ରୁକୁଣା ରଥ ଦେଶରେ ଦ୍ୱିତୀୟ ସର୍ବଶ୍ରେଷ୍ଠ । ସାଧାରଣତନ୍ତ୍ର ଦିବସ ପରେଡରେ ଏଥର ଓଡ଼ିଶାରୁ ପ୍ରଜ୍ଞାପନ ମେଢ଼ରେ ସ୍ଥାନ ପାଇଥିଲା ଲିଙ୍ଗରାଜ ମହାପ୍ରଭୁଙ୍କ ରଥ । ଆସାମର ପ୍ରଜ୍ଞାପନ ମେଢ଼ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ରହିଛି ଓଡ଼ିଶା ଓ…

ଭୁବନେଶ୍ୱରରୁ ବାରଣାସୀ ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ବର : ଜାନୁଆରି ୩୧ ତାରିଖରୁ ଭୁବନେଶ୍ୱରରୁ ବାରଣାସୀ ସିଧାସଳଖ ଉଡ଼ିବ ବିମାନ । ଏଲାଏନ୍‌ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ ୭୦ ସିଟ ବିଶିଷ୍ଟ ଏଟିଆର ୭୨-୬୦୦ ଏୟାରକ୍ରାଫ୍‌ଟ ଏହି ରୁଟରେ ଚଳାଚଳ କରିବ । ମଧ୍ୟାହ୍ନ ୧୨ଟା ୧୫ରୁ ଭୁବନେଶ୍ୱର ବିମାନ ଉଡ଼ାଣ ଭରିବ ଓ ବାରଣାସୀରେ ଏହା…

ପୋଲିସ ସହ ମିଶି ମାଓଦମନ କରିବାକୁ ଅଣ୍ଟାଭିଡିଲେ ଅଞ୍ଚଳବାସୀ

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଶୁଭୁଛି ମାଓ ବିରୋଧୀ ସ୍ବର । ବିକାଶ କାର୍ଯ୍ୟରେ  ଯିଏ  ବାଧା ଦେବ ତାକୁ ଛଡାଯିବା ନାହିଁ ବୋଲି ଉଭୟ ପ୍ରଶାସନ ଓ ସ୍ବାଭିମାନ ଅଞ୍ଚଳବାସୀ କହିଛନ୍ତି।  ୨୫ ତାରିଖରେ ମାଓବାଦୀ ଓ ଜନ୍ତୁରାୟ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ଯେଉଁଥିରେ ଜଣେ ମାଓ…

୧୦୮ ଆମ୍ବୁଲାନ୍‌ସ ଦୁର୍ଘଟଣାଗ୍ରସ୍ତ

ବାଲେଶ୍ୱର : ୧୦୮ ଆମ୍ବୁଲାନ୍‌ସ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ଡ୍ରାଇଭର ସମେତ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ୱରରୁ ରୋଗୀ ଛାଡି ଭୋଗରାଇ ଫେରୁଥିବାବେଳେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା।

କୁକୁଡା ଚାଷୀଙ୍କ ମୁଣ୍ଡରେ ବାର୍ଡ ଫ୍ଲୁ ଚଡକ, ବାସ୍ତବ ସ୍ଥିତି ଜଣାଇବାକୁ ଦାବି

ଭୁବନେଶ୍ୱର : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ଥିବା କୁକୁଡା ଗବେଷଣା କେନ୍ଦ୍ରରେ ବାର୍ଡ ର୍ଫ୍ଲୁ ଚିହ୍ନଟ ହେବାପରେ ଏବେ ରାଜ୍ୟର କୁକୁଡା ଚାଷୀ ଆତଙ୍କିତ । ଏମାନଙ୍କ ମୁଣ୍ଡରେ ଅଦିନିଆ ବଜ୍ର ପଡିବା ଭଳି ଅବସ୍ଥା । ବିବାହ ଋତୁରେ ବେପାର ବୁଡିବା ଆଶଙ୍କାରେ ରାଜ୍ୟ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର କର୍ମକ୍ଷେତ୍ରରେ ରହିଥିବା ସମସ୍ୟା ପଦସ୍ଥବ୍ୟକ୍ତିଙ୍କ ସହାୟତାରେ ସୁଧୁରି ଯିବ। ପରିବହନ, ଆନୁଷ୍ଠାନିକ କାମ, ମରାମତି, ଯାନ୍ତ୍ରିକ ଜନିଷ କିଣା ବିକା କ୍ଷେତ୍ରରେ ସୁଫଳ ପାଇବେ। ପାଖ ପଡୋଶୀ, ସହକର୍ମୀଙ୍କ ସହ ସତର୍କତାର ସହ କିଛି କହିବା କିମ୍ବା କରିବା ଭଲ ହେବ। ନିଜ…

ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ୍ ଘୋଷଣା

ଭୁବନେଶ୍ଵର() ପୁରୀ ଶ୍ରୀମନ୍ଦିର ଶୈଳୀରେ ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳକୁ ସୌନ୍ଦର୍ୟ୍ୟକରଣ କରାଯିବ। ଏହାକୁ ନେଇ ଉଚ୍ଛେଦ କାମ ମଧ୍ୟ ଜାରି ରହିଛି। ଏକାମ୍ର ଯୋଜନାର ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପ୍ୟାକେଜକୁ ମିଳିଛି ଅନୁମୋଦନ । ଏହି ପ୍ୟାକେଜକୁ ଅନୁମୋଦନ…

ଧର୍ମକୁ ନେଇ ଏମିତି କହିଲେ ଶାହାରୁଖ

ମୁମ୍ବାଇ () ବଲିଉଡ୍ର କିଙ୍ଗ୍ ଖାନ୍ ଅର୍ଥାତ୍ ଶାହାରୁଖ ଖାନ୍ଙ୍କ ଏକ ଭିଡିଓ ଏବେ ବେଶ୍ ଭାଇରାଲ୍ ହେଉଛି। ଶାହାରୁଖଙ୍କ ଏହି ଭିଡିଓ ଯିଏ ଦେଖୁଛି ସେ ତାଙ୍କୁ ପ୍ରଶଂସା ନ କରି ରହିପାରୁ ନାହାନ୍ତି। ବଲିଉଡ୍ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏହି ଭିଡିଓଟିକୁ ନିଜ ଟ୍ୱିଟର୍ ପେଜ୍ରେ ଶେଆର…

ମାର୍ଚ୍ଚ ଶେଷ ସୁଦ୍ଧା ସବୁ ଧାନ କିଣାଯିବ

ଭୁବନେଶ୍ୱର() ରାଜ୍ୟର ବିଭିନ୍ନ ଜିଲାରେ ଚାଷୀମାନେ ଧାନ ବିକ୍ରିକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମଣ୍ଡିରେ ମଧ୍ୟ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଏହି କ୍ରମରେ ଚାଷୀମାନେ ରାସ୍ତାକୁ ଓହ୍ଲାଉଥିବା ଦେଖାଯାଉଛି। ରବିବାର ଧାନ କିଣା ନେଇ ପ୍ରତିକ୍ରିୟା ରଖିଛନ୍ତି…

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ଆଫଗାନିସ୍ତାନ() ଆଫଗାନିସ୍ଥାନ ରୁ ଦିଲ୍ଲୀ ଆସୁଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ଆଫଗାନିସ୍ତାନର ପୂର୍ବ ଗଜନି ପ୍ରାନ୍ତ ଅଞ୍ଚଳରେ ସୋମବାର ସ୍ଥାନୀୟ ସମୟାନୁସାରେ ଦିନ ୧ଟା୩୦ ମିନିଟ ସମୟରେ ଏହି ବିମାନଟି କ୍ରାଶ ହୋଇଥିବା ଜଣାପଡିଛି । ଯେଉଁ…