Odia News Portal

ଆସନ୍ତାକାଲିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର() ଆସନ୍ତାକାଲିଠୁ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ସମ୍ଭାବନା । ୩୦ ତାରିଖ ପର୍ୟ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୮ତାରିଖରୁ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର କେତେକ…

ପତାକା ଉତ୍ତୋଳନ ପୂର୍ବରୁ କଂଗ୍ରେସ ନେତାଙ୍କ ମଧ୍ୟରେ ମାରପିଟ୍‌, ଭିଡିଓ ଭାଇରାଲ

ଇନ୍ଦୋର : ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ବେଳେ ମାରପିଟ୍‌ । ମାଡ଼ ମରାମରି ହେଲେ ଦୁଇ ଜଣ ବରିଷ୍ଠ କଂଗ୍ରେସ ନେତା । କଂଗ୍ରେସ ପାର୍ଟି ଅଫିସ୍‌ରେ ଏହି ଗଣ୍ଡଗୋଳ ହୋଇଛି । ଯାହାର ଭିଡିଓ ଭାଇରାଲ ହୋଇ ଚର୍ଚ୍ଚା ସୃଷ୍ଟି କରିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ପତାକା ଉତ୍ତୋଳନ…

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନରେ ୫-ଟି ସଚିବ

ଭୁବନେଶ୍ବର : ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ସୁଆଣ୍ଡୋକୁ ଅଚାନକ ଗସ୍ତ । ସୁଆଣ୍ଡୋରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ପରିଦର୍ଶନ କରିଛନ୍ତି । ଗୋପବନ୍ଧୁଙ୍କ ଜନ୍ମସ୍ଥାନର ଉନ୍ନତିକରଣ ପାଇଁ ଏକ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।…

ଟିକଟକ୍ ମାୟାରେ ଶିକ୍ଷୟିତ୍ରୀ

ବଡମ୍ବା : ଟିକଟକ୍ ମାୟାରେ ଶିକ୍ଷୟିତ୍ରୀ । ସ୍କୁଲ ସମୟରେ ଟିକଟକ୍ ଭିଡ଼ିଓ କରୁଛନ୍ତି ଶିକ୍ଷୟିତ୍ରୀ । ସେପୁଣି ସ୍କୁଲ ପିଲାମାନଙ୍କ ସହ । ଏବେ ଶିକ୍ଷୟିତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ହେଉଛି ବଡମ୍ବା ବ୍ଲକ ବାଦଭୁଇଁ ୟୁ ପି ସ୍କୁଲର । ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି…

ଆଜିଠୁ ଦିନ ରାତି ଖୋଲା ରହିବ ମଲ-ପବ-ରେଷ୍ଟୁରାଣ୍ଟ ଓ ଦୋକାନ

ମୁମ୍ବାଇ : ଆଜିଠୁ ମାୟାନଗରୀ ମୁମ୍ବାଇରେ ଦିନ ରାତି ଖୋଲା ରହିବ ମଲ । କେବଳ ମଲ ନୁହଁ ପବ, ରେଷ୍ଟୁରାଣ୍ଟ ଓ ଦୋକାନ ବଜାର ୨୪ ଘଣ୍ଟା ଖୋଲିବ । ପାଇଲଟ ପ୍ରୋଜେକ୍ଟ ଭାବେ ତିନୋଟି ସହରକୁ ପ୍ରଥମେ ନିଆଯାଇଛି । ସେଗୁଡିକ ହେଲା ନାରିମନ ପଏଣ୍ଟ, କାଲା ଘୋଡା ଓ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ।…

ଆମେରିକା ଦୂତାବାସ ନିକଟରେ ପୁଣି ରକେଟ୍ ମାଡ଼

ଭୁବନେଶ୍ବର : ଇରାକ୍ ରାଜଧାନୀ ବାଗ୍‌ଦାଦ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ୍ ମାଡ଼ । ଦୂତାବାସ ନିକଟରେ ତିନିଟି ରକେଟ୍ ମାଡ଼ କରାଯାଇଥିବା ସୂଚନା ମିଳିଛି । ଟାଇଗ୍ରିସ୍‌ର ପଶ୍ଚିମ ଅଞ୍ଚଳରେ ପ୍ରବଳ ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ସ୍ଥାନରେ ହିଁ ଅନେକ ବିଦେଶୀ ଦୂତାବାସ ରହିଛି ।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଏକାଦଶସ୍ଥ ଶୁକ୍ର ଏବଂ ଚନ୍ଦ୍ର ପ୍ରଭାବରେ ଶିକ୍ଷା, ସନ୍ତାନ, ପାରିବାରିକ ଶାନ୍ତି, ପରିବହନରେ ଉନ୍ନତି ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। କଷ୍ଟରେ ପାଇଥିବା ଜିନିଷ ସୁବିଧାରେ ରଖି ପାରିବେ ନାହିଁ, ଫଳରେ ହାତମୁଠାରୁ କେତେକ ସୁ୍‌ଯୋଗ ଖସିଯାଇପାରେ। ପ୍ରକାଶନ, ପ୍ରଶାସନ,…

ମାଡିଆସୁଛି କୋରନା ଭାଇରସ୍‌, ଆଡଭାଇଜରୀ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : ଭାରତକୁ ଘାରିଛି କୋରନା ଭାଇରସ ସଂକ୍ରମଣର ଭୟ। ଭାରତରେ ୧୨ ଜଣଙ୍କ ଦେହରେ ଚିହ୍ନଟ ହେଲାଣି ଏହି ଭାଇରସ୍‌। ଏମାନଙ୍କ ମଧ୍ୟରେ କେରଳର ସାତ ଜଣ ଥିବା ବେଳେ ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବଦରୁ ଜଣେ ଲେଖାଏଁ ଅଛନ୍ତି। ପ୍ରତିଦିନ ଚୀନ୍‌ରୁ ଶହଶହ ଯାତ୍ରୀ ଭାରତ ଆସୁଥିବାରୁ…

୨ଚିମୁଟା ଲୁଣରେ ମୋତି ଭଳି ଚମକି ଉଠିବ ଆପଣଙ୍କ ଦାନ୍ତ

ହଳଦିଆ ଦାନ୍ତ ଯୋଗୁଁ ଯଦି ଆପଣ ମଧ୍ୟ ଲୋକଙ୍କ ସହ କଥା ହେବାକୁ ଲାଜ କରୁଛନ୍ତି ତେବେ ଲୁଣର ଏହି ପ୍ରସାଧନ ଚିକିତ୍ସା ଆପଣଙ୍କ ସମସ୍ତ ସମସ୍ୟା ଦୂର କରିଦେବ। ଲୁଣ କେବଳ ଆପଣଙ୍କ ଦାନ୍ତର ଧ୍ୟାନ ରଖିନଥାଏ ବରଂ ଆପଣଙ୍କ ସୌନ୍ଦର‌୍ୟ୍ୟର ମଧ୍ୟ ଧ୍ୟାନ ରଖିଥାଏ। ବେକିଙ୍ଗ୍ ସୋଡ଼ା,ପାଣି ଏବଂ ଅଳ୍ପ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଦୀର୍ଘଦିନ ହେଲା ଯେଉଁମାନେ ପାଖ ମାଡୁ ନ ଥିଲେ ଆଜି ସେମାନେ ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ଅଶ୍ୱିନୀ ନକ୍ଷତ୍ରର ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। କର୍ମକ୍ଷେତ୍ରରେ ଉପର କର୍ମକର୍ତ୍ତାମାନେ…