ଏୟାରପୋର୍ଟ ଛାତ ଭୁଶୁଡ଼ିବା ଘଟଣାରେ ୪ ଗିରଫ
ଭୁବନେଶ୍ୱର () ବିମାନବନ୍ଦର ପରିସରରେ ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଘଟଣାରେ ଠିକା ସଂସ୍ଥା ଦିଲୀପ କନଷ୍ଟ୍ରକସନ ମୁଖ୍ୟ ଦିଲୀପ ଖଟେଇଙ୍କ ସହ ୪ ଜଣ ଗିରଫ ହୋଇଛନ୍ତି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଏଜିଏମ୍ ଗିରଫ ହୋଇଛନ୍ତି। ସେହିପରି ନିର୍ମାଣ କାମରେ ନିୟୋଜିତ ଦୁଇ…
