Odia News Portal

୬ ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲ ହେବ ମେଡିକାଲ କଲେଜ

ଭୁବନେଶ୍ୱର() ରାଜ୍ୟର ୬ ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ । ଏହା ସହ ଡିଶାର ଆଉ ୨ଟି ହସ୍ପିଟାଲକୁ ସାମିଲ କରାଯିବା ନେଇ ବିଚାର ବିମର୍ଷ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏମ୍ସ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ର…

ଡିଜେ ଶୁଣି ଡେଇଁଲା ହାତୀ , କଲା ଏମତି କାମ , ଦେଖନ୍ତୁ ଭିଡିଓ

ବାରିପଦା() ବବଲୁ ମଚାଇଲା ଉନ୍ମତ୍ତକାଣ୍ଡ। ବବଲୁ କବଳରୁ ରକ୍ଷା ପାଇବା ପାଇଁ ପର୍ୟ୍ୟଟକଙ୍କ ମଧ୍ୟରେ ହାଲ୍ଲାଚିଲ୍ଲା।ପିଲାଛୁଆଙ୍କୁ ସାଙ୍ଗରେ ଧରି ବଣଭୋଜିର ମଜା ଉଠାଇବା ପାଇଁ ଆସିଥିବା ପର୍ୟ୍ୟଟକ ଛାନିଆ। ଜୀବନ ବଞ୍ଚାଇବା ପାଇଁ ଧାଁ ଦୌଡ଼ କରି ହେଲେ ଖାଣ୍ଡିଆ ଖାବରା। ବବଲୁ ର ଏଭଳି ଅତର୍କିତ…

ଏହି ଅଭିନେତ୍ରୀଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଗାଙ୍ଗୁଲୀ

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ ନଗ୍ମା । ତାଙ୍କର ପ୍ରକୃତ ନାମ ନନ୍ଦିତା ଅରବିନ୍ଦ ମୋରାରଜି ଥିଲା। ଫିଲ୍ମରେ ଅଭିନୟ ପରେ ତାଙ୍କର ନାମ ପରିବର୍ତ୍ତନ କରାଯାଇଥିଲା। ନଗ୍ମାଙ୍କ ପ୍ରତି କ୍ରିକେଟର ସୌରଭ ଗାଙ୍ଗୁଲୀ ଆକର୍ଷିତ ହୋଇଥିଲେ। ସେତେବେଳେ ସୌରଭ ଡୋନାଙ୍କୁ ବିବାହ ମଧ୍ୟ…

ଏନ.ପି.ଆର କେବଳ ଧୂଆବାଣ :ସୁର

ଭୁବନେଶ୍ୱର() NRC,NPR,CAA ପ୍ରସଙ୍ଗରେ ସୁର ରାଉତରାୟ ତାଙ୍କ ପ୍ରତିକି୍ରୟା ରଖିଛନ୍ତି । ସୁର କହିଛନ୍ତି, ବୁଝାଇବାକୁ ଲୋକଙ୍କ ପାଖକୁ ବିଜେପି ଯିବ । ୨୮ରେ ପ୍ରତିÂା ଦିବସ, ଆମେ ପଂଚାୟତ, ବ୍ଲକ, ଜିଲ୍ଲାକୁ ଯିବୁ । ତାସହ ସୁର ଆହୁରି କହିଛନ୍ତି ଭାରତବର୍ଷ ସର୍ବଧର୍ମ ଦେଶ, ବାଛବିଚାର ଚଳିବ…

ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ()  ଆସନ୍ତା ୨୬ରେ ସୂର୍ୟ୍ୟ ପରାଗ । ଆଜି ରାତି ତମାମ ଶ୍ରୀମନ୍ଦିର ଖୋଲାରହିବ ଓ ମହାପ୍ରଭୁଙ୍କ ଦର୍ଶନ ମିଳିବ । ଆଜି ରାତି ୮ ଟା ୨୦ମିନିଟ୍ରେ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ । ଆସନ୍ତାକାଲି ସକାଳ ୮ ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ୟ୍ୟ ପରାଗ ସ୍ପର୍ଶ କରିବ । ୧୧ ଟା ୩୦ମିନିଟ୍ରେ…

ରୋମାଣ୍ଟିକ ମୁଡରେ ତାରା

ଭୁବନେଶ୍ୱର () ରୋମାଣ୍ଟିକ ହୋଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଶୀତ ରୃତୁରେ ପତ୍ନୀଙ୍କ ସହ ବେଶ ରୋମାଣ୍ଟିକ ହୋଇ ଛୁଟି କାଟୁଛନ୍ତି । ଟାଇଟାନିକ ଫିଲ୍ମ ଷ୍ଟାଇଲରେ ତାରା ଓ ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି (ମିନି) ଫଟୋ ଉଠାଇଛନ୍ତି । ପତ୍ନୀଙ୍କ ସହ ତାରା ଉଠାଇଥିବା…

ସହିଦନଗରରେ ବସ୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର() ଭୁବନେଶ୍ୱର ସହିଦନଗରରେ ଆଜି ଏକ ବସ୍ରେ ନିଆଁ ଲାଗି ବସ୍ଟି ହୁତୁହୁତ ହୋଇ ଜଳିଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ତେବେ ସହିଦନଗର ପରି ଜନଗହଳିପୂର୍ଣ୍ଣ ସ୍ଥାନରେ ଏପରି ଅଗ୍ନିକାଣ୍ଡ କିପରି ଘଟିଲା ଓ ଏହାର…

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗାଡ଼ି ମନା

ଭୁବନେଶ୍ୱର()  ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଗାଡ଼ି ନେଇ ଆସିବା ଉପରେ ବାରଣ କରି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏନେଇ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ନିଦ୍ଦେଶାଳୟର ଉପନିର୍ଦ୍ଦେଶକ । ୧୮…

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍ ଧମକ

ଭୁବନେଶ୍ୱର : ପ୍ରେମିକାର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ୍‌ ଜଣଙ୍କୁ ଗିରଫ କରିଛି । ସଂପୃକ୍ତ ଯୁବକ ଜଣଙ୍କ ବଡ଼ଗଡ ବ୍ରିଟ୍‌ କଲୋନୀରେ ରହୁଥିଲେ । ତାଙ୍କ ଘର ପୁରୀ ଜିଲ୍ଲା ଗୁରୁଡ଼ିପାଲିଆ ଅଞ୍ଚଳରେ ବୋଲି ଜଣାପଡିଛି ।  ଯୁବକଙ୍କୁ ମଙ୍ଗଳବାର…

ଜୀବନସାଥୀଙ୍କ ସହ ଉତ୍ତମ ସମ୍ପର୍କ କିପରି ତୁଲାଇବେ ଜାଣନ୍ତୁ

ସମ୍ପର୍କ ତୁଲାଇବା କଷ୍ଟସାଧ୍ୟ ମଧ୍ୟ ହୋଇପାରେ ଏବଂ ନହୋଇପାରେ ମଧ୍ୟ। ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ ଯେ ଆପଣ କାନ୍ଥର କେଉଁ ପଟେ ଛିଡ଼ା ହୋଇଛନ୍ତି। ଯଦି ଆପଣ ଏକୁଟିଆ ଏବଂ ଦୁଃଖୀ ତେବେ ଏହି ଖବରକୁ ନିଶ୍ଚୟ ପଢ଼ନ୍ତୁ। କିନ୍ତୁ ଯଦି ଆପଣ ଯଦି ପୂର୍ବରୁ ଏକ ନିଜ ସୁମଧୁର ସମ୍ପର୍କର ଆନନ୍ଦ…