Odia News Portal

ପୂର୍ବତନ ସାଂସଦଙ୍କ ଭାଷଣରେ ମନ୍ତ୍ରୀ ବିଧାୟକ ଘାଇଲା

ଭୁବନେଶ୍ବର : ମନ୍ତ୍ରୀ ସଭାବୁ ଅତିଥି ହୋଇ ଯାଇଥିଲେ । ସାଙ୍ଗରେ ଥିଲେ ସ୍ଥାନୀୟ ବିଧାୟକ । ଦୁଇଜଣ ଯାକ ସେମାନଙ୍କର ବଡ ପାଟି ପାଇଁ ବେଶ୍‍ ପରିଚିତ । ଭାବିଥିଲେ ସଭାରେ ସେମାନଙ୍କୁ ବେଶ୍‍ ମାନ ସମ୍ମାନ ମିଳିବ । ମିଳିଲା ମଧ୍ୟ । ୧୦୦ ବର୍ଷ ପୂରଣ କରୁଥିବା ହାଇସ୍କୁଲର ଛାତ୍ରଛାତ୍ରୀମାନେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ରାଶ୍ୟାଧିପ ସହ କର୍ମାଧିପ ତୃତୀୟ ଏକାଦଶ୍ଥ ଯୋଗୁଁ ଆଶା କରିଥିବା କାର୍ଯ୍ୟରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ବୀକାର କରିବାକୁ ପଡିପାରେ। ପାରିବାରିକ ସମସ୍ୟା ବିଶେଷ ଭାବେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ସୂଚନା ରହିଛି। ବ୍ୟବସାୟକୁ ଆଗକୁ ବଢାଇବା…

ସାଂସଦଙ୍କ ଜନ୍ମଦିନରେ ତୁଳସୀ ପାର୍କ ଉଦ୍ଦଘାଟନ୍

କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ରାଜ୍ୟର ସର୍ବ ପୁରାତନ ପୌରସଂସ୍ଥାର ମାନ୍ୟତା ବହନ କରିଥିଲେ ମଧ୍ୟ ଜିଲ୍ଲା ସଦର ମହକୁମା ଦୃଷ୍ଟରୁ ଏହାର ଭିର୍ତ୍ତିଭୂମି ବିକାଶ ସନ୍ତୋଷ ଜନକ ହୋଇପାରିନଥିଲା । ଜିଲ୍ଲା ପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ବିଶେଷ ପ୍ରୟାସକୁ ନେଇ ପୌରାଞ୍ଚଳର ବହୁବିଧ…

ଜାତୀୟ ଜନସଂଖ୍ୟା ପଞ୍ଜିକା ପାଇଁ ୩ ହଜାର ୯୪୧ କୋଟି

ନୂଆଦିଲ୍ଲୀ () ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ଆଜି ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଏଥିରେ ଦେଶରେ ରହୁଥିବା ସମସ୍ତ ଲୋକଙ୍କ ଚିହ୍ନଟ ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ ହେବ । ଏହି ଡାଟାବେସରେ ଜନସଂଖ୍ୟା ସହ ବାୟୋମେଟ୍ରିକ ସୂଚନା ମଧ୍ୟ ରହିବ । ଏଥିପାଇଁ ୩ ହଜାର ୯୪୧ କୋଟି ଟଙ୍କା…

ପୁଅ ପାଇଁ ବାପା ଗଣିଲେ ୨୫ ହଜାର

ରାୟଗଡା () ରାୟଗଡା ସହରର ରିଂରୋଡରେ ଆରଟିଓ ଏବଂ ପୋଲିସ ହାତରେ ଧରାପଡିଛନ୍ତି ଜଣେ ନାବାଳକ ।ପ୍ରଥମେ ନାବାଳକ ଜଣଙ୍କ କାର୍ ଚଳାଉଥିବାର କିଛି ଲୋକେ ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ଆଉ ଏଥିପାଇଁ ତାଙ୍କ ବାପା ୨୫ ହଜାର ଟଙ୍କାର ଫାଇନ ଗଣିଛନ୍ତି ।

ଦେଢ ମାସରେ ଗିରଫ ହେଲେ ବାପି- ହାପି

ଭୁବନେଶ୍ବର :  ବାହଦଲପୁର ଅନୀଲ ଜେନା ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଓଡ଼ିଶା ବାହାରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ୍ । ଦୁଇ ଅଭିଯୁକ୍ତ ହେଲେ ବାପି ଓ ହାପି । ଗତ ନଭେମ୍ବର ୭ ତାରିଖରେ ଅନୀଲ ଓ ତାଙ୍କ ବାପା ଅଭିମନ୍ୟୁ ଜେନାଙ୍କ ଉପରକୁ…

ଡିସେମ୍ବର ୨୫ରେ ପାଳନ କରାଯାଏ କ୍ରିସମାସ, କ’ଣ ପାଇଁ ଆସନ୍ତୁ ଜାଣିବା

ଭୁବନେଶ୍ୱର : ବାଇବେଲରେ ଯୀଶୁଙ୍କ ଜନ୍ମ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ କିନ୍ତୁ ତଥାପି ପ୍ରତି ବର୍ଷ ୨୫ ଡିସେମ୍ବର ଦିନ କ୍ରିସମାସ ଡେ ପାଳନ କରାଯାଏ। ଏହି ତାରିଖକୁ ନେଇ ଅନେକ ଥର ବିବାଦ ମଧ୍ୟ ହୋଇସାରିଛି। ଆଜି ଆମେ ଆପଣଙ୍କୁ ଏହି ସମ୍ପର୍କିତ କିଛି ରୋଚକ ତଥ୍ୟ ବିଷୟରେ ଜଣାଇବୁ।…

କାହିଁକି ବାବା ଖାଉଥିଲେ ପିଆଜ, କାରଣ ପଢନ୍ତୁ

ସ୍ୱାଧିକାର ନ୍ୟୁଜ() ଥରେ ଜଣେ ଯୋଗ ସାଧକ ନାନାସାହେବ ଚନେ୍ଦାରକରଙ୍କ ସହିତ ଶିରିଡି ଆସିଲେ । ପାତଂଜତି ଯୋଗସୂତ୍ର ତଥା ଯୋଗାଶାସ୍ତ୍ରର ଅନ୍ୟାନ୍ୟ ଗ୍ରନ୍ଥମାନ ସେ ଯଦିଓ ଅଧ୍ୟୟନ କରିଥିଲେ । ତେବେ ବ୍ୟାବହାରିକ ଅନୁଭନରୁ ବଂଚିତ ଥିଲେ । ମନ ଏକାଗ୍ର ହୋଇନପାରିବାରୁ ସେ ଅଳ୍ପ ସମୟ ପାଇଁ ମଧ୍ୟ…

‘ହଙ୍ଗାମା ୨’ର ଫାଷ୍ଟଲୁକ୍‌ ଜାରି

ଅନେକ ଦିନ ଧରି ହିନ୍ଦୀ ଫିଲ୍ମଠାରୁ ଦୂରରେ ଥିବା କମେଡି ଫିଲ୍ମର ଲୋକପ୍ରିୟ ନିର୍ଦ୍ଦେଶକ ପ୍ରିୟଦର୍ଶନ ପୁଣି ଥରେ ଫେରିବାକୁ ଯାଉଛନ୍ତି। ୨୦୦୩ ମସିହାରେ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ହଙ୍ଗାମାର ସ୍ୱିକ୍ୱେଲ ନେଇ ଫେରୁଛନ୍ତି ପ୍ରିୟଦର୍ଶନ। ଏହି ଫିଲ୍ମର ନାଁ ରହିଛି ହଙ୍ଗାମା ୨।…

ଏହି ମନ୍ଦିରରେ ରୂପ ବଦଳାନ୍ତି ହନୁମାନ

ମଧ୍ୟପ୍ରଦେଶ ପୁରବା ଗାଁ ନିକଟରେ ଥିବା ସୂରଜକୁଣ୍ଡରେ ହନୁମାନ ମନ୍ଦିର ରହିଛି। ଏଠାରେ ଠାକୁର ଗୋଟିଏ ଦିନର ୨୪ ଘଣ୍ଟା ମଧ୍ୟରେ ୩ ଥର ନିଜର ସ୍ବରୂପ ଆପେ ଆପେ ବଦଳାଇଥାନ୍ତି। ମୂର୍ତ୍ତି ଏଭଳି କିପରି ହେଉଛି ତାହା ଏପର୍ୟ୍ୟନ୍ତ ରହସ୍ୟ ହୋଇ ରହିଛି। ସକାଳ ୧୦ ପର୍ୟ୍ୟନ୍ତ ହନୁମାନ ବାଳ ସ୍ବରୂପରେ…