Odia News Portal

ପୁଅ ପାଇଁ ବାପା ଗଣିଲେ ୨୫ ହଜାର

ରାୟଗଡା () ରାୟଗଡା ସହରର ରିଂରୋଡରେ ଆରଟିଓ ଏବଂ ପୋଲିସ ହାତରେ ଧରାପଡିଛନ୍ତି ଜଣେ ନାବାଳକ ।ପ୍ରଥମେ ନାବାଳକ ଜଣଙ୍କ କାର୍ ଚଳାଉଥିବାର କିଛି ଲୋକେ ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ଆଉ ଏଥିପାଇଁ ତାଙ୍କ ବାପା ୨୫ ହଜାର ଟଙ୍କାର ଫାଇନ ଗଣିଛନ୍ତି ।