ବିଭାଗ ମୋହ ଆଗରେ ପଦୋନ୍ନତି ତୁଚ୍ଛ, ୧୧ ବର୍ଷ ଧରି ଚଉକି ଛାଡୁ ନାହାନ୍ତି ବାବୁ
ଭୁବନେଶ୍ୱର : ଗୋଟିଏ ଚଉକିରେ ୧୧ବର୍ଷ ଧରି ବସିବାପରେ ତାକୁ ଛାଡିବାକୁ ବାବୁ ନାରାଜ । ଅବସ୍ଥା ଏଭଳି ହୋଇଛି ଯେ ମିଳିଥିବା ପଦୋନ୍ନତିକୁ ମଧ୍ୟ ବାବୁ ତୁଚ୍ଛ କରିଦେଇଛନ୍ତି । ତେବେ ଲୋକସେବାଭବନରେ ଜଣେ ବାବୁ କାହିଁକି ଚଉକି ଛାଡିବାକୁ ନାରାଜ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।…
