କଟକରେ ୫-ଟି ସଚିବ
କଟକ: କଟକରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍ । ହାଡ଼ିଆପଠା ଓ ସିସୋର ପଠା ବୁଲି ଦେଖିଲେ । ନୂତନ କଟକର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟକୁ ମଧ୍ୟ ବୁଲି ଦେଖିଛନ୍ତି ୫-ଟି ସଚିବ । ଏହା ସହ ବଡ଼ ମେଡିକାଲରେ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ବିଭିନ୍ନ…
