ଜିଏସଟି ସଂଗ୍ରହରେ ଓଡିଶା ଆଗରେ
ଭୁବନେଶ୍ୱର() ଜିଏସଟି ବୃଦ୍ଧି ହାରରେ ପ୍ରମୁଖ ରାଜ୍ୟ ଗୁଡିକ ମଧ୍ୟରେ ଓଡିଶା ଆଗରେ ରହିଛି । ଏପି୍ରଲରୁ ଅକ୍ଟୋବର ମଧ୍ୟରେ ସଂଗ୍ରହ ହୋଇଛି ୮୬୮୩.୮୫ କୋଟି ଟଙ୍କା । ଗତ ବର୍ଷ ସଂଗ୍ରହ ହେଇଥିଲା ୬୬୭୫.୮୩ କୋଟି ଟଙ୍କା । ଓଡିଶାର ହାରାହାରି ଅଭିବୃଦ୍ଧି ହାର ୩୦.୦୮ ପ୍ରତିଶତ ରହିଛି । ରାଜ୍ୟ…
