Odia News Portal

ଭୁବନେଶ୍ୱରରୁ ସୁରତକୁ ସିଧା ବିମାନ ସେବା

ଭୁବନେଶ୍ୱର() ଭୁବନେଶ୍ୱରରୁ ସୁରତକୁ ସିଧା ବିମାନ ସେବା ଆରମ୍ଭ ହୋଇଛି । ଏୟାର ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର-ସୁରତ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଇଣ୍ଡିଆର ଏୟାର ବସ୍-୩୨୦ ଆଜି ସକାଳ ୮ଟା ୪୦ରେ ପ୍ରାୟ ୮୧ଜଣ ଯାତ୍ରୀଙ୍କୁ ନେଇ ସୁରତ ଅଭିମୁଖେ ଉଡ଼ାଣ ଭରିଥିଲା ।…

ଚାଷୀ ହେଉଛନ୍ତି ଦେଶର ଓ ଅର୍ଥନୀତିର ଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆରମ୍ଭ ହେଲା କୃଷି ଓଡ଼ିଶା ମେଳା ୨୦୨୦ । ଭୁବନେଶ୍ବର ଜନତା ମୈଦାନରେ ଏହି କାର୍ୟ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀ ହେଉଛନ୍ତି ଦେଶର ଶକ୍ତି ଓ ଅର୍ଥନୀତିର ଶକ୍ତି । ଚାଷୀ ଉନ୍ନତି ହିଁ ଦେଶର ଗୌରବ…

ପବନ ପିଟିସନ ଖାରଜ

ନୂଆଦିଲ୍ଲୀ () ନିର୍ଭୟା ଦୋଷୀ ପବନ ଗୁପ୍ତାର ଆବେଦନ ଖାରଜ ହୋଇଛି । ପବନ ଗୁପ୍ତାଙ୍କ ଆବେଦନ ଖାରଜ କଲେ ସୁପି୍ରମକୋର୍ଟ । ଆବେଦନରେ କିଛି ନୂଆ ତଥ୍ୟ ନଥିବା କହିଲେ ସୁପି୍ରମକୋର୍ଟ । ଘଟଣା ମସୟରେ ନାବାଳକ ଥିବା ଆବେଦନରେ କହିଥିଲା ପବନ । ତାଙ୍କୁ ନାବାଳକ ଭାବେ ବିଚାର ପାଇଁ ଆବେଦନ କରିଥିଲା ।…

ବିଜେପି ନୂଆ ସଭାପତି ଜେପି ନଡ୍ଡା

ନୂଆଦିଲ୍ଲୀ () ବିଜେପିର ୧୧ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଜେ.ପି ନଡ୍ଡା ।ନିର୍ବିବିଦୀୟ ଭାବେ ନିର୍ବାଚିତ ହେଲେ ଜେପି ନଡ୍ଡା । ଅମିତ୍ ଶାହା, ରାଜନାଥ ସିଂହଙ୍କ ଉପସ୍ଥିତିରେ ଘୋଷଣା କଲେ ରାଧା ମୋହନ ସିଂହ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଜେପି ନଡ୍ଡା…

ସଂଘ ନେତାଙ୍କ ବିବାଦରୁ ଶେଷରେ ଆଖିବୁଜିଲା କାଳିଆ, ମାନବ ଅଧିକାର କମିଶନ ହସ୍ତକ୍ଷେପ ଦାବି

ଭୁବନେଶ୍ୱର : ନେତାଙ୍କ ବିବାଦରୁ ବନ୍ଦ ପଡିଥିବା ଓସା ହାଉସର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା କାଳିଆ ଶେଷରେ ପ୍ରାଣ ହରାଇଛନ୍ତି । ପେଟରୋଗରେ ଆକ୍ରାନ୍ତ ଏହି ବ୍ୟକ୍ତି ଜଣଙ୍କ ଚିକିତ୍ସାପାଇଁ ଆବଶ୍ୟକ ଅର୍ଥ ନପାଇବାରୁ ଗତକାଲି ରାତିରେ କଟକ ବଡ ମେଡିକାଲରେ ଆଖି ବୁଜିଥିବାବେଳେ ସଂଘର କୌଣସି…

ହୃଦ୍‌ରୋଗୀଙ୍କ ପାଇଁ ଉପକାରୀ ଚେରି 

ଚେରି ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ଭଲ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେଟ୍ଟ – ଏଥିରେ କାର୍ବୋହାଇଡ୍ରେଟ୍‌, ଭିଟାମିନ ‘ଏ’, ଭିଟାମିନ ‘ବି’ ଏବଂ ଭିଟାମିନ ‘ସି’, ବିଟାକିରୋଟିନ, କ୍ୟାଲ୍‌ସିୟମ ଏବଂ ପୋଟାସିୟମ ପ୍ରଚୁର ପରିମାଣର ରହିଛି। – ଗବେଷଣାରୁ…

ନାବାଳିକାଙ୍କୁ ଅପହରଣ ଘଟଣା, ଦୁଇ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ସ୍ପେଶାଲ ସ୍କ୍ଵାର୍ଡ ଓ ପଟ୍ଟାମୁଣ୍ଡାଇ ପୋଲିସ ଏମାନଙ୍କୁ ଗିରଫ କରିବା ସହ ଅପହରଣରେ ବ୍ୟବହୃତ ଏକ ବୋଲେରୋ ଜବତ କରାଯାଇଛି । ନାବାଳିକା ଜଣଙ୍କ ତାଙ୍କ ମାମୁ ଘରକୁ ଯାଉଥିବା ବେଳେ କିଛି ଯୁବକ…

ଅଣଓଡିଆ-ଓଡିଆ ବିବାଦ ପଛରେ କାହାର ହାତ ?

ଭୁବନେଶ୍ୱର : ରାଜ୍ୟ ପ୍ରଶାସନ ସୁରୁଖୁରେ ଚାଲିଥିବାବେଳେ ଏବେ ଏହାକୁ କେତେକ ଅଣଓଡିଆ ଓ ଓଡିଆ ରଙ୍ଗ ଦେଇ ଅଫିସରମାନଙ୍କୁ ନିଜ ନିଜ ଭିତରେ ଫାଟ ସୃଷ୍ଟି କରିବା ସହିତ ପରସ୍ପର ଭିତରେ ଲଢେଇ ପାଇଁ ଉଦ୍ୟମ ଚଳାଇଛନ୍ତି । ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମ ନିଆଁରେ ଘିଅ ଢାଳୁଥିବାବେଳେ ଏଭଳି ଷଡଯବ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ଅର୍ଥନୈତିକ ଅଭିବୃଦ୍ଧି, ଗୃହଜମି ଲାଭ, ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ହେବ । କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିବା ସହ ଆମତ୍ୀୟଙ୍କ ସହୃଦୟତାରୁ ଖୁସି ରହିବେ। ବିତର୍କଜନିତ ପରିବାରରେ ଅର୍ଥ ସମ୍ପର୍କକୁ ନେଇ କିମ୍ବା…

ନିଖିଳ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟବୀମା କର୍ମଚାରୀ ହିତାଧିକାରୀ ମହାସଂଘର ପ୍ରତିନିଧି ସମ୍ମିଳନୀ

ଭୁବନେଶ୍ୱର : ନିଖିଳ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟବୀମା କର୍ମଚାରୀ ହିତାଧିକାରୀ ମହାସଂଘର ପ୍ରତିନିଧି ସମ୍ମିଳନୀ କିଟ୍ ବିଶ୍ୱବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ଉପାଧ୍ୟକ୍ଷ ପବିତ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱରର ସାଂସଦ…