Odia News Portal

ବାରିପଦା ପାଇଁ ନବୀନଙ୍କ ବଡ ଘୋଷଣା

ବାରିପଦା () ଆଜି ମୁଖ୍ୟମନ୍ତ୍ରୀ ବାରିପଦାରେ ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭାରତ ବନ୍ଦ ଯୋଗୁଁ କଡା ସୁରକ୍ଷା ଭିତରେ ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତ କରିଛନ୍ତି । ଗସ୍ତ ଅବସରରେ ଜିଲ୍ଲାର ଉନ୍ନତି ପାଇଁ ଅନେକ ଘୋଷଣା କରିଛନ୍ତି…

ପୁରୀରେ ପ୍ରଭାବ ଦେଖିବାକୁ ମିଳିଲା ଭାରତ ବନ୍ଦର

ପୁରୀ : ଦେଶରେ ମୋଦି ସରକାରଙ୍କ ଜନ ବିରୋଧୀ, ଶ୍ରମିକ, କୃଷକ ବିରୋଧୀ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆଜି ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି। ଭାରତ ବନ୍ଦ ଡାକରାରେ ଗଡିବନି ଗାଡି଼। ଟ୍ରେଡ ୟୁନିଅନ ଡାକରାରେ ବୁଧବାର ଭାରତ ବନ୍ଦ। ଏହାର ପ୍ରଭାବ ପୁରୀରେ ଦେଖିବାକୁ…

ରକ୍ତଚାପ ନିୟନ୍ତ୍ରଣ କରିଥାଏ ବିଟ୍‌ 

ଶୀତଦିନେ ବଜାରରେ ପ୍ରଚୁର ପରିମାଣରେ ବିଟ୍‌ ମିଳିଥାଏ। ଏହା ପାଟି ସୁଆଦିଆ ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ବିଶେଷକରି ରକ୍ତଚାପ ରୋଗୀଙ୍କ ପାଇଁ ଏହା ବହୁ ଉପକାରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ସୂଚାଇଛନ୍ତି। ପ୍ରାୟ ୬୮ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା।…

୪ ଲକ୍ଷ ପଣ୍ଡିତଙ୍କ ଉପରେ ତିଆରି ହୋଇଥିବା ଫିଲ୍ମ

ନୂଆଦିଲ୍ଲୀ : ଫକ୍ସ ଷ୍ଟୁଡିଓ ନିବେଦିତ ବଲିଉଡ଼ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଶିକାରାର ଟ୍ରେଲର ରିଲିଜ୍ ହୋଇଛି । ୩୦ବର୍ଷ ପୂର୍ବେ କାଶ୍ମୀରରୁ ଜୋର ଜବରଦସ୍ତ ସ୍ଥାନାନ୍ତର ହୋଇଥିବା କାଶ୍ମୀର ପଣ୍ଡିତଙ୍କ ସଂଘର୍ଷର କାହାଣୀକୁ ନେଇ ଏହି ଫିଲ୍ମ ପର୍ଯ୍ୟବେଶିତ ।…

ଦ୍ବିତୀୟ ଟି-ଟ୍ବେଣ୍ଟି : ଭାରତର ଦମଦାର ବିଜୟ

ଇନ୍ଦୋର : ଇନ୍ଦୋରରେ ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତର ଦମଦାର ବିଜୟ । ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ । ବ୍ୟାଟିଂ ଆମନ୍ତ୍ରଣ ପାଇଁ ଇନିଂସ ଆରମ୍ଭ କରିଥିଲା ଶ୍ରୀଲଙ୍କା । ନିର୍ଦ୍ଧାରିତ ୨୦…

ସରକାରୀ ମେଳାରେ ଇଭେଣ୍ଟ ସଂସ୍ଥା ମାଲେମାଲ

ଭୁବନେଶ୍ୱର : ରାଜଧାନୀରେ ଏବେ ଚାଲିଛି ବିଭିନ୍ନ ସରକାରୀ ବିଭାଗର ଭଳିକି ଭଳି ମେଳା । ତେବେ ଏହିସବୁ ମେଳା ଯୋଗୁଁ ବିଭିନ୍ନ ଇଭେଣ୍ଟ ସଂସ୍ଥା ଏବେ ମାଲେମାଲ । ସରକାରୀକଳ ବି ସବୁ ଦାୟିତ୍ୱ ତାଙ୍କ ଉପରେ ଛାଡି ନିଶ୍ଚିତ ରେ ବସିଯାଉଛି । କୌଣସି ବିଭାଗ ମେଳାଟିଏ ଆୟୋଜନ କଲେ ଯେଉଁଭଳି ଭାବେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ବିରଳଯୋଗ ପ୍ରଭାବରେ ସରକାରୀ ସ୍ତରରେ ସମସ୍ୟା ସମାଧାନ, ପ୍ରଶାସନିକ ସ୍ତରରେ ସଫଳତା ପାଇବେ। ରବି ଦେଶ ଯାତ୍ରାର ସୁଯୋଗ, ମାଙ୍ଗଳିକ କାମ, ନୂତନ ପ୍ରକଳ୍ପାରମ୍ଭ, କୃଷି, ବାଣିଜ୍ୟ ପାଇଁ ସମୟ ବିଶେଷ ଅନୁକୂଳ ରହିବ। ଅର୍ଥଲାଭ, ବ୍ୟବସାୟିକ ସଫଳତା ଓ କଚେରି ମାମଲା ଫଇସଲା…

ସୁରକ୍ଷା ଜୋନରେ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗଳବାର ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  କିଛିଦିନର ବ୍ୟବଧାନ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପୁଣି ଉଚ୍ଛେଦ…

୧୩ ଜଣ ଗାୟବ ଘଟଣା : ୭ ବାଳିକା ଉଦ୍ଧାର, ୩ କର୍ମଚାରୀ ନିଲମ୍ବିତ

ବ୍ରହ୍ମପୁର : ବ୍ରହ୍ମପୁର ଉତ୍କଳ ବାଳାଶ୍ରମରୁ ୧୩ ଅନ୍ତେବାସୀ ଗାୟବ ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ବାଳିକାଙ୍କୁ ଉଦ୍ଧାର କରାଯାଇଛି। ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଉଦ୍ଧାର କରାଯିବା ବୋଲି ବ୍ରହ୍ମପୁର ଉପ-ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ କହିଛନ୍ତି । ତେବେ ଆଶ୍ରମର ତିନିଜଣ କର୍ମଚାରୀଙ୍କୁ…

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ନବରଙ୍ଗପୁର ରାଇଘର ବ୍ଳକ ଅନ୍ତର୍ଗତ ବୋରଗ ପ୍ରକଳ୍ପ ହାଇସ୍କୁଲ ପ୍ରଧାନ ଶିକ୍ଷକ ରଞ୍ଜିତ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ…