Odia News Portal

ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ଏହି ଅବସରରେ ଶକ୍ତି ପ୍ରଦର୍ଶନ କରିବେ ବିରୋଧୀ । ନାଗରିକତା ସଂଶୋଧନ ଆଇନ୍‌ ଏବଂ ଏନଆରସିକୁ ନେଇ ମୋଦି ସରକାରଙ୍କ ଉପରେ ହମ୍‌ଲା ଚଳାଇଥିବା ବିରୋଧୀ ଶପଥ ଗ୍ରହଣ ଉତ୍ସବରେ ଶକ୍ତି ପ୍ରଦର୍ଶନ କରିବେ । ଶପଥ ଗ୍ରହଣ ଉତ୍ସବରେ ରାହୁଲ…

ଶୀତଳଭଣ୍ଡାରରେ ଟିଉସନ କରୁଥିବା ଅଧ୍ୟାପକଙ୍କ ତାଲିକା

ଭୁବନେଶ୍ୱର : ୟୁଜିସି ସ୍କେଲରେ ମୋଟା ଅଙ୍କର ବେତନ ଗଣି ନେଉଥିବା କଲେଜ ଅଧ୍ୟାପକଙ୍କ ଘରୋଇ ଟିଉସନ ଉପରେ ରୋକ ଲଗାଇବାପାଇଁ ଆରମ୍ଭ ହୋଇଥିବା ଅଭିଯାନ ଏବେ ଶୀତଳଭଣ୍ଡାରରେ । ଏମାନଙ୍କ ତାଲିକା ପ୍ରସ୍ତୁତ ହୋଇଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ଓ କିଏ ଏହାକୁ ଚାପିଛି ତାହାକୁ ନେଇ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କ ଠାରୁ ଅର୍ଥ ସାହାଯ୍ୟ ଅଯାତିତ ଭାବେ ପାଇବେ। କର୍ମକ୍ଷେତ୍ରରେ ବହୁତ ଦାୟିତ୍ୱ ହାତକୁ ନେବାକୁ ପଡିପାରେ। ମନେ ମନେ ଭାବୁଥିବା କାମ ହାସଲ କରିବେ ଓ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ବୃଷ…

ଏଣିକି ସାରା ରାତି ଖୋଲା ରହିବ ସ୍କୁଲ ଘର

ଭୁବନେଶ୍ୱର() ଥଣ୍ଡାକୁ ଦୃଷ୍ଟିରେ ରଖି ସରକାର ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି। ସବୁ ବ୍ଲକ, ତହସିଲ, ପଞ୍ଚାୟତକୁ ଆଲର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଗରିବ, ବାସହୀନ, ଅସହାୟଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ, ସ୍କୁଲ, ସର୍ବସାଧାରଣ କୋଠା ଖୋଲା ରଖିବାକୁ କୁହାଯାଇଛି। ଏ ନେଇ…

ଏନ୍ଆଇଏଟିର ପ୍ରତିଷ୍ଠା ଦିବସରେ ଆଧ୍ୟାତ୍ମିକ ଜ୍ଞାନଯଜ୍ଞ

ଭୁବନେଶ୍ୱର : ଏନ୍ଆଇଏଟିର ପ୍ରତିଷ୍ଠା ଦିବସ ଶୈଳଶ୍ରୀବିହାର ସ୍ଥିତ ମହର୍ଷି ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏକବିଂଶ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଅନେକ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରି କୃତିତ୍ୱର ସହିତ ଉନ୍ନତି କରିଛି । ସମାଜର…

ବାପା ହେବାକୁ ଚାହୁଁଛନ୍ତି ଏହି ଅଭିନେତା

ମୁମ୍ବାଇ() ବାପା ହେବାକୁ ଚାହୁଁଛନ୍ତି ସଲମାନ ଖାଁ । ଶୁକ୍ରବାର ନିଜର ଜନ୍ମଦିନ ପାଳନ କରିବା ପରେ ମାମୁ ହେବାର ଖବର ପାଇଥିଲେ ସଲ୍ମାନ। ଏହାପରେ ସେ ଖବରଦାତାଙ୍କୁ ସାକ୍ଷାତକାର ଦେଇଥିଲେ। ଏଥିରେ ତାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା। ତନ୍ମଧ୍ୟରୁ ମାମୁ ହୋଇ କିଭଳି ଲାଗୁଛି ବୋଲି ପ୍ରଶ୍ନରେ…

ରାଜନୀତିକୁ ଆସିବେ ସୁରଙ୍କ ପୁଅ

ଭୁବନେଶ୍ୱର()  ରାଜନୀତିରେ ବହୁତ ପରିଶ୍ରମ କରିବାକୁ ପଡ଼ିବ,ସେଥିପାଇଁ ତୁମେ ଆଗେ କ୍ୟାରିୟର ଦେଖ ବୋଲି ଉପଦେଶ ଦେଉଥିଲେ। ଏବେ ବାପାଙ୍କ ବୟସ ହୋଇଗଲାଣି। ଯଦି ବାପା ଆମକୁ କହିବେ, ଓଡ଼ିଶାକୁ ପରିବର୍ତ୍ତନ କରିବାର ଅଛି, ତୁମେ ଆସ। ଆମେ ନିଶ୍ଚୟ ଆସିବୁ। ଆଜି ଏହି କଥା କହିଛନ୍ତି ଜଟଣୀ ବିଧାୟକ…

କମ ବୟସ ଯୁବକଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛି

ମୁମ୍ବାଇ()  ଅଭିନେତ୍ରୀ କରୀନା କପୁର ଖାଁଙ୍କ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ରିଲିଜ୍ ହୋଇଛି। ଏହି ଫିଲ୍ମକୁ ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି। ଏକ ସାକ୍ଷାତ୍କାରରେ କରୀନା କହିଛନ୍ତି, ଯେତେବେଳେ ସେ ବୃଦ୍ଧା ହୋଇଯିବେ, ସେତେବେଳେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିବେ। ଯେପରିକି ଜଣେ…

ଏହି ଅଭିନେତାଙ୍କୁ ପସନ୍ଦ କରନ୍ତି ଶ୍ରୀଦେବୀଙ୍କ ଝିଅ

ମୁମ୍ବାଇ() ଗୋଟିଏ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଚର୍ଚ୍ଚାରେ । ସେ ନିକଟରେ ନେହା ଧୁପିଆଙ୍କ ଶୋରେ କହିଥିଲେ ଯେ ତାଙ୍କୁ ତାମିଲ ଷ୍ଟାର ଏବଂ ଅର୍ଜ୍ଜୁନ ରେଡ୍ଡି ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ପ୍ରତି କ୍ରଶ୍ ରହିଛି। ନେହା ଧୁପିଆଙ୍କ ଚାଟ୍ ଶୋ ବେଳେ ଜାହ୍ନବୀ…

ଏଣିକି ଏସବିଆଇ ଏଟିଏମରୁ ଟଙ୍କା ଉଠାଇଲେ ଆସିବ ଓଟିପି

ଭୁବନେଶ୍ୱର() ଆସନ୍ତା ୧ ତାରିଖରୁ ଏସବିଆଇ ଏଟିଏମରୁ ଟଙ୍କା ଉଠାଇଲେ ମୋବାଇଲକୁ ଆସିବ ଓ୍ୱାନ୍ ଟାଇମ୍ ପାସଓ୍ୱାର୍ଡ ବା ଓଟିପି। ଏଟିଏମରେ ବେଆଇନ୍ କାରବାରକୁ ରୋକିବା ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ନୂଆ ନିୟମ ଅନୁସାରେ ଯଦି ଏସ୍ବିଆଇ ଗ୍ରାହକ ଯଦି ଏସବିଆଇ ଏଟିଏମରୁ ଟଙ୍କା ଉଠାଇବେ, ତେବେ…