Odia News Portal

କୈଳାଶ ପର୍ବତ ଉଠାଇଥିଲା ରାବଣ, ଜାଣନ୍ତୁ କାହିଁକି ଉଠାଇ ପାରିଲାନି ଶିବ ଧନୁ

ରାବଣ ଜଣେ ବଳଶାଳୀ ରାଜା ଥିଲା। ସେ ଶିବଙ୍କ ସହ କୈଳାଶ ପର୍ବତକୁ ହାତରେ ଉଠାଇଥିଲା। ତେବେ ସୀତାଙ୍କ ସ୍ୱୟମ୍ବରରେ ଶିବ ଧନୁ ଉଠାଇ ପାରିନଥିଲା। ସେହି ଧନୁକୁ ଭଗବାନ ଶ୍ରୀରାମ ଉଠାଇ ଗୁଣ ଚଢାଇବା ବେଳେ ତାହା ଭାଙ୍ଗିଯାଇଥିଲା। ହେଲେ ଜାଣନ୍ତୁ ରାବଣ କାହିଁକି ଉଠାଇ ପାରିଲାନି ଶିବ ଧନୁ ।…

ପୁଣି ଜିଓର ବଡ ଘୋଷଣା, ଏଣିକି ଲ୍ୟାଣ୍ଡଲାଇନ ନମ୍ବରରୁ ଭିଡିଓ କଲ ସେବା

ନୂଆଦିଲ୍ଲୀ()  ରିଲାଏନ୍ସ ଜିଓ Jio Call App ବଜାରକୁ ଆଣିଛି। ଏହା ଦ୍ବାରା ଲ୍ୟାଣ୍ଡଲାଇନ କଲର ଉତ୍ତର ମୋବାଇଲ ଫୋନ୍ ମାଧ୍ୟମରେ ଦିଆଯାଇପାରିବ।ଏହା ସହ ଗ୍ରାହକଙ୍କୁ ଲ୍ୟାଣ୍ଡଲାଇନ ନମ୍ବରରୁ ଭିଡିଓ କଲ କରିବାର ସୁବିଧା ମଧ୍ୟ ମିଳିବ।ଜିଓର ଗ୍ରାହକ ଏବେ ଏହି ଆପ ଦ୍ବାରା ଲ୍ୟାଣ୍ଡଲାଇନ ନମ୍ବରରୁ…

ବିଗ ବିଙ୍କୁ ଓକିଲ ନୋଟିସ

ମୁମ୍ବାଇ()  ଅମିତାଭ ବଚ୍ଚନଙ୍କ ଅପକମିଂ ଫିଲ୍ମ “ଝୁଣ୍ଡ” ରିଲିଜ ହେବା ପୂର୍ବରୁ ବିବାଦରେ ଫଶିଛି। ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ନାଗରାଜ ମଞ୍ଜୁଲେ, ଟି-ସିରିଜର ଚେୟାରମ୍ୟାନ ଭୂଷଣ କୁମାର ଓ ଅମିତାଭ ବଚ୍ଚନଙ୍କୁ କପିରାଇଟ୍ ଉଲଂଘନ କରିଥିବାରୁ ଫିଲ୍ମ ନିର୍ମାତା ନନ୍ଦି ଚିନ୍ନୀ କୁମାରଙ୍କ…

ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବୋବଡେ

ନୂଆଦିଲ୍ଲୀ()  ଆଜି ଦେଶର ୪୭ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଅରବିନ୍ଦ ବୋବଡେ । ସକାଳ ୯ :୩୦ ମିନିଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମେକଅପ ପାଇଁ ଟ୍ରୋଲ ହେଲେ ରାନୁ ମଣ୍ଡଲ

ମୁମ୍ବାଇ()  ଗୋଟିଏ ଭାଇରାଲ୍ ଭିଡିଓରେ ଚର୍ଚ୍ଚିତ ହୋଇ ସେ ବଲିଉଡ୍ ରେ ଗୀତ ଗାଇବାକୁ ସୁଯୋଗ ପାଇଥିଲେ ରାନୁ ମଣ୍ଡଲ । ବଲିଉଡ୍ ଗାୟକ ହିମେଶ୍ ରେସମିୟା ତାଙ୍କ କଳାକୁ ଚିହ୍ନି ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ପ୍ରଶଂସା ସାଉଁଟିବା ପରେ ରାନୁ ଏବେ କିଛି ଦିନ ହେବ ଟ୍ରୋଲ୍ର…

ବିଜେଡି ସାଂସଦ ମାନେ ଅନୁଶାସନରେ ରହି କାର୍ୟ୍ୟ କରୁଛନ୍ତି : ମୋଦି

ନୂଆଦିଲ୍ଲୀ()ରାଜ୍ୟସଭାରେ ବିଜେଡି ଓ ଏନସିପିକୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦର ଶୀତ ଅଧିବେଶନରେ ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ବିଜେଡି ଓ ଏନସିପିର କାର୍ୟ୍ୟଶୈଳୀକୁ ପ୍ରଂଶସା କରିଛନ୍ତି ମୋଦି । ମୋଦି କହିଛନ୍ତି, ବିଜେଡି ଓ ଏନସିପି କେବେ ଗୃହର ମଧ୍ୟ…

ଗଣ ମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ବିଜେପି ବିଧାନସଭାର କାର୍ୟ୍ୟରେ ସହଯୋଗ କରୁନାହାନ୍ତି: ପ୍ରମିଳା

ଭୁବନେଶ୍ୱର()  ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାର ୫ଦିନ ପରେ ମଧ୍ୟ ବିଜେପି ସଦସ୍ୟମାନେ ଗୃହ କାର୍ୟ୍ୟରେ ସହଯୋଗ କରୁନାହାନ୍ତି । ଆଜି ମଧ୍ୟ ବିଜେପି ସଦସ୍ୟମାନେ ଗାନ୍ଧି ମୂର୍ତ୍ତି ତଳେ ଧାରଣରେ ବସିବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବେ ବୋଲି କହିଛନ୍ତି । ଏ ସଂକ୍ରାନ୍ତରେ ସରକାରୀ…

ଯାତ୍ରୀବାହୀ ବସ-ଟ୍ରକ ଦୁର୍ଘଟଣାଗ୍ରସ୍ତ, ୧୪ ମୃତ

ରାଜସ୍ଥାନ() ବସ-ଟ୍ରକ ଦୁର୍ଘଟଣା ହେବା କାରଣରୁ ଘଟଣା ସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ୧୯ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ସୂଚନା ଅନୁସାରେ, ଆଜି ସକାଳେ ବିକାନୀର ଜିଲ୍ଲା ଶ୍ରୀଡୁଙ୍ଗରଗଡ ଦେଇ ଯାଇଥିବା ୧୧ନମ୍ବର ଜାତୀୟ ରାଜପଥରେ ଏକ ବସ ଓ ଟ୍ରକ ମଧ୍ୟରେ…

ଏଣିକି ଅଫିସରେ ‘ଭାଇ’ ଡାକ ମନା

ଭୁବନେଶ୍ୱର()  ଏଣିକି ଅଫିସରେ ‘ଭାଇ’ ଡାକିଲେ ହେବ କାର୍ୟ୍ୟାନୁଷ୍ଠାନ । ପଶୁସମ୍ପଦ ନିର୍ଦ୍ଦେଶାଳୟରେ ଭାଇ ଡାକିବା ମନା । ଏଭଳି ଏକ ନିର୍ଦ୍ଦେଶ ଆସିଛି ବିଭାଗରୁ । ସରକାରୀ ମର୍ୟ୍ୟାଦା ଭଙ୍ଗ ହେଉଥିବା ଦର୍ଶାଇ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପଶୁପାଳନ ନିର୍ଦ୍ଦେଶକ । ଏଥିରେ…

ଜାଣନ୍ତୁ, ଆପଣଙ୍କ ରାଶି ପାଇଁ କେଉଁ ରଙ୍ଗର ଗାଡ଼ି ଶୁଭ

ଭୁବନେଶ୍ୱର : କାର୍‌ ହେଉ କି ମୋଟର ସାଇକେଲ୍‌, ସମସ୍ତେ ନିଜ ମନ ପସନ୍ଦର ଗାଡ଼ି କିଣିବାକୁ ଚାହାନ୍ତି । ହେଲେ ଆପଣଙ୍କ ଏହି ମନ ପସନ୍ଦର ଗାଡ଼ି ଆପଣଙ୍କ ରାଶିକୁ ସୁଝୁଛି କି ନାହିଁ, ତାହା ଆପଣ ଜାଣନ୍ତି କି? ଆଜ୍ଞା ହଁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗାଡ଼ିର ରଙ୍ଗ ଆପଣଙ୍କ ରାଶି ସୁଝିବା ନିହାତି…