ଏକାଠି ହେଲେ ସଙ୍ଗଠନ, କଲ୍ୟାଣ ମଣ୍ଡପ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା
ଭୁବନେଶ୍ବର : ଗତ ୧୯୬୫ ମସିହା ଏପ୍ରିଲ୍ ୧୬ ତାରିଖରେ ଅନ୍ୟ ୧୧ ଗୋଟି ମୌଜା ସହ ନୟାପଲ୍ଲୀ ମୌଜାର ସହର
ଯୋଜନା ଅନ୍ତର୍ଭୁକ୍ତ ଉନ୍ନତି କରଣ ପାଇଁ ଭୁବନେଶ୍ୱର ପୌର ପରିଷଦରେ ଅନ୍ତର୍ଭୁକ୍ତ ହୋଇଥିଲା । ମାତ୍ର ଦୁଃଖର ବିଷୟ
୧୯୬୫ରୁ ୨୦୧୯ ପର୍ଯ୍ୟନ୍ତ ପ୍ରାୟ ୫୪ ବର୍ଷ ବିତି ଯାଇଥିଲେ ମଧ୍ୟ…
