Odia News Portal

ରାଜ୍ୟର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହେବେ ଏହି ଅଭିନେତ୍ରୀ

ଭୁବନେଶ୍ୱର() ରାଜ୍ୟର ଚଳଚ୍ଚିତ୍ର ପୁରସ୍କାର -୨୦୧୮ ଘୋଷଣା ହୋଇଛି । ଚାମ୍ପିୟନରେ ଦାମଦାର ଅଭିନୟ ଲାଗି ଅର୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି । ସେହିପରି ‘ଭିଜାମାଟି’ର ସ୍ୱର୍ଗ ପାଇଁ ମିହିର ଦାସ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ । ଅନ୍ୟପଟେ…

ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ

କେନ୍ଦ୍ରାପଡା() ରାଜ୍ୟରେ ଖୋଲିଲା ପ୍ରବାସୀ ସହାୟତା କେନ୍ଦ୍ର । ଆଜି କେନ୍ଦ୍ରାପଡ଼ା ପ୍ରବାସୀ ସହାୟତା ଓ ସମ୍ବଳ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ଶ୍ରମ ଓ ଇଏସ୍ଆଇ ମନ୍ତ୍ରୀ ସୁଶାନ୍ତ ସିଂହ । ଅହିଅବସରରେ ମନ୍ତ୍ରୀ କହିଛନ୍ତି ଓଡ଼ିଶାରୁ ବାହାର ରାଜ୍ୟକୁ କାର୍ୟ୍ୟ କରିବା ନିମନ୍ତେ ଯାଉଥିବା…

ଶିକ୍ଷାନୁଷ୍ଠାନରେ ଡିଜିଟାଲାଇଜକୁ ଗୁରୁତ୍ୱ

ଭୁବନେଶ୍ୱର() ଶିକ୍ଷାନୁଷ୍ଠାନରେ ଅତ୍ୟାଧୁନିକ ଗବେଷଣା ଉପରେ ଗୁରୁତ୍ୱ । ଅତ୍ୟାଧୁନିକ ଗବେଷଣା ସୁବିଧା ସହିତ ସମସ୍ତ ଶିକ୍ଷାନୁଷ୍ଠାନର ୱେବସାଇଟ୍କୁ ଅପଡେଟ୍ କରାଯିବ । ଆଜି ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଦ୍ୱିତୀୟ ବୈଠକରେ ଏହା ଉପରେ  ଆଲୋଚନା ହୋଇଛି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର…

ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ

ଭୁବନେଶ୍ୱର()  ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ । ରାଜ୍ୟରେ ଅଦୁଷ୍କର୍ମ ମାମଲା ପଡ଼ି ରହିଛି କିନ୍ତୁ ନ୍ୟାୟିକ ପ୍ରକ୍ରିୟାରେ ମନ୍ଥରତା କାରଣରୁ ପୀଡ଼ିତା ନ୍ୟାୟ ପାଇ ପାରନାହାଁନ୍ତି । ବାରମ୍ବାର କୋର୍ଟକୁ ଦୌଡ଼ିଲେ ବି କିଛି ସୁଫଳ ମିଳୁନାହିଁ । ସେଥିପାଇଁ…

ଜୀବନସାଥୀଙ୍କ ସହ ଉତ୍ତମ ସମ୍ପର୍କ କିପରି ତୁଲାଇବେ ଜାଣନ୍ତୁ

ସମ୍ପର୍କ ତୁଲାଇବା କଷ୍ଟସାଧ୍ୟ ମଧ୍ୟ ହୋଇପାରେ ଏବଂ ନହୋଇପାରେ ମଧ୍ୟ। ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ ଯେ ଆପଣ କାନ୍ଥର କେଉଁ ପଟେ ଛିଡ଼ା ହୋଇଛନ୍ତି। ଯଦି ଆପଣ ଏକୁଟିଆ ଏବଂ ଦୁଃଖୀ ତେବେ ଏହି ଖବରକୁ ନିଶ୍ଚୟ ପଢ଼ନ୍ତୁ। କିନ୍ତୁ ଯଦି ଆପଣ ଯଦି ପୂର୍ବରୁ ଏକ ନିଜ ସୁମଧୁର ସମ୍ପର୍କର ଆନନ୍ଦ…

ଥାଇରଏଡ୍‌ ରୋଗରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ଥାଇରଏଡ୍‌ ଗ୍ରନ୍ଥି ଥାଇରକ୍ସିନ୍‌ ନାମକ ହର୍‌ମୋନ ତିଆରି କରିଥାଏ । ଥାଇରଏଡ୍‌କୁ କିଛି ଲୋକ ସାଇଲେଣ୍ଟ କିଲର ବୋଲି କୁହନ୍ତି । କାରଣ ଏହାର ଲକ୍ଷଣ ବହୁତ ବିଳମ୍ବରେ ଜଣାପଡ଼ିଥାଏ । ଯେତେବେଳେ ଏହି ରୋଗ ବିଷୟରେ ଜଣାପଡ଼ିଥାଏ, ଲୋକମାନେ ଡ଼ାକ୍ତରଖାନା ଯାଇ ଏହାର ଚିକିତ୍ସା କରାଇଥାନ୍ତି । କିନ୍ତୁ…

ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏବେ କେଉଁଠି ?

ଭୁବନେଶ୍ୱର : ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏବେ କେଉଁଠି ? ଦଳୀୟ କାର୍ଯ୍ୟକ୍ରମ କିମ୍ବା ଗଣମାଧ୍ୟମରେ ପ୍ରଶାନ୍ତ ଦୃଶ୍ୟମାନ ହେଉନଥିବାରୁ ତାଙ୍କର କାର୍ଯ୍ୟକଳାପ ନେଇ ଏବେ ବିଜେଡି କର୍ମୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ଏପରିକି ଶ୍ରୀ ନନ୍ଦଙ୍କ ବିଷୟରେ ଜାଣିବାପାଇଁ ରାଜନୈତିକ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ସ୍ବରାଶିରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ କାମଗୁଡିକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତି ନେବେ ଏବଂ କାମ ମଧ୍ୟ ହୋଇଯିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। ଜଳ, ତୈଳ, ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ ଏବଂ ପରିବହନ ପାଇଁ ମଧ୍ୟ ମନ୍ଦ ହେବନି । ସଙ୍ଗଠନ ଓ ରାଜନୀତିରେ…

ଦିଲ୍ଲୀରେ ଜମି ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ରାଜଧାନୀ ଦିଲ୍ଲୀଠାରେ ସାଂସ୍କୃତିକ କେନ୍ଦ୍ରର ସ୍ଥାନ ଲାଗି ଆବଶ୍ୟକୀୟ ଜମିଯୋଗାଇ ଦେବାକୁ କେନ୍ଦ୍ରକୁଏକ ପତ୍ର ଲେଖିଛନ୍ତି । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ରାଷ୍ଟମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏହି ପତ୍ରରେ ଅନୁରୋଧ କରି…

ନାଗରିକତା ସଂଶୋଧନ ବିଲକୁ ଧର୍ମୀୟ ଦୃଷ୍ଟିରୁ ନଦେଖାଯାଉ: ବିଜେଡି

ଭୁବନେଶ୍ବର () ସଂସଦରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ସାଂପ୍ରଦାୟିକ କିମ୍ବା ଧର୍ମୀୟ ଦୃଷ୍ଟିରୁ ନଦେଖି, ଭାରତ ବର୍ଷର ରାଷ୍ଟ୍ରୀୟ ଓ ବୃହତର ସ୍ବାର୍ଥ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଜୁ ଜନତାଦଳ ପକ୍ଷରୁ କୁହାଯାଇଛି । ଦଳର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର…