JSW ଫାଉଣ୍ଡେସନ ଦ୍ୱାରା ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ
ଯୋଡ଼ା: କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଉଥିବାରୁ, JSW ଫାଉଣ୍ଡେସନ୍ ତରଫରୁ ବାସହୀନଙ୍କ ପାଇଁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏହା ଦାନ ଆଉ ପ୍ରୟାସର ଏକ ଅଂଶ l କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର DIZ ଅଞ୍ଚଳରେ ସମାଜର ଅବହେଳିତ ସଦସ୍ୟ!-->!-->!-->…
