ଶିକ୍ଷା ଦ୍ୱାରା ବ୍ୟକ୍ତିତ୍ୱ ନିର୍ମାଣ ହୋଇଥାଏ: ନୀତିନ ଗଡକରୀ
କାଯ୍ୟକ୍ରମରେ ଜୟ ଜଗନ୍ନାଥ କହି ନୀତିନ ଗଡକରୀ ନିଜର ଅଭିଭାଷଣ ରଖିଛନ୍ତି । କହିଛନ୍ତି , ଓଡିଶା ପାଇଁ ମହତାବଙ୍କ ଅବଦାନ ବହୁତ । ଆଧୁନିକ ଓଡିଶାର ନିର୍ମାତା ଥିଲେ ମହତାବ । ସାମାଜିକ ଆର୍ଥିକ ପରିବର୍ତ୍ତନ କରିଥିଲେ । ସ୍ୱଳ୍ପ ସମ୍ବଳରେ ଓଡିଶାର ପରିବର୍ତ୍ତନ କରିଥିଲେ । ଓଡିଶା ଗଠନରେ!-->…
