Odia News Portal

ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଧନ୍ୟବାଦ

ଚଳିତବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ପାଳିତ ହୋଇଛି ଓଡ଼ିଆ ପକ୍ଷ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସଠାରୁ ଆରମ୍ଭ କରି ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ବହୁ ଆଡ଼ମ୍ବର ସହକାରେ

ଇଡି ଅଫିସ ଆଗରେ ଯୁବ କଂଗ୍ରେସର ବିକ୍ଷୋଭ

ପ୍ରଦେଶ ଯୁବ କଂ‌ଗ୍ରେସ ପକ୍ଷରୁ ଆଜି ଭୁବନେଶ୍ବରସ୍ଥିତ ଇଡି କାର୍ଯ୍ୟାଳୟ ଘେରଉ କରାଯାଇଛି। ଯୁବ କଂଗ୍ରେସର କର୍ମୀମାନେ ଏକ ଶୋଭାଯାତ୍ରା‌ରେ ଇଡି ଅଫିସ ସମ୍ମୁଖରେ ପହଞ୍ଚି ସେଠାରେ ଥିବା ବ୍ୟାରିକେଡ୍‌କୁ ଭାଙ୍ଗି ଭିତରେ ପ୍ରବେଶ ଉଦ୍ୟମ କରିଥିଲେ। ଏହାକୁ ନେଇ ପୁଲିସ ଓ ଯୁବ କଂଗ୍ରେସ

ରାଉରକେଲାରେ ଉଗ୍ର ହେଉଛି ନୂଆ ରେଳ ଲାଇନ ପ୍ରକଳ୍ପକୁ ବିରୋଧ

ରାଉରକେଲାରେ ଏବେ ବି ଲାଗି ରହିଛି ଉତ୍ତେଜନା । ମୃତଦେହ ରଖି ଆନ୍ଦୋଳନରେ ଅଞ୍ଚଳବାସୀ । ଡୁମେର୍ତ୍ତାରୁ ରାଉରକେଲା ଇସ୍ପାତ କାରଖାନାକୁ ନିର୍ମାଣ ରେଳ ଲାଇନକୁ ବିରୋଧ କରି ବସ୍ତିବାସିନ୍ଦା ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅତିରିକ୍ତ

ନବ ଦାସ ହତ୍ୟା ମାମଲା,ପୁଣି ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ

ନବ ଦାସଙ୍କ ପରିବାର ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦାବି ଜଣାଇବାକୁ ପାଖାପାଖି ମାସେ ହେଲାଣି । ହେଲେ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସିବିଆଇ ତଦନ୍ତ କଥା କହୁଥିବା ସରକାର କାହିଁକି ଏବେ ଏଦିଗରେ

ରାଜ୍ୟରେ ଗଠନ ହେବ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’

ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଏକ ବାଟାଲିଅନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଞ୍ଜୁର କରିଛନ୍ତି । ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ

ନବମ ଥର ପାଇଁ ସର୍ବସମ୍ମତିକ୍ରମେ  ବିଜେଡି ସଭାପତି ହେଲେ ନବୀନ

ବିଜେଡିର ପୁଣି ସଭାପତି ଭାବେ ଶନିବାର ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି ନବୀନ। ହେଲେ ବିଜେଡି କାର୍ଯ୍ୟକାରିଣୀକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। କାର୍ଯ୍ୟକାରିଣୀରେ କେଉଁମାନେ ସ୍ଥାନ ପାଇଲେ, ତାହା କେହି ଜାଣିପାରୁ ନାହାନ୍ତି। ବିଧିବଦ୍ଧ ଭାବେ ସେନେଇ କୌଣସି ନାମ ଘୋଷଣା ହୋଇ

ଆଇଏଏସ ନିକୁଞ୍ଜ ଧଳ ଯିବେ ଦିଲ୍ଲୀ

 ଆଇଏଏସ ନିକୁଞ୍ଜ ଧଳ ଯିବେ ଦିଲ୍ଲୀ । କେନ୍ଦ୍ରୀୟ ଡେପୁଟେସନରେ ଯିବେ ନିକୁଞ୍ଜ ଧଳ । କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ହୋଇଥିଲେ ।ସନ୍ତୋଷ ଷଡଙ୍ଗୀ ଓ ରଞ୍ଜନା ଚୋପ୍ରାଙ୍କୁ ନୂଆ ଦାୟିତ୍ୱ । ସନ୍ତୋଷୀ ଷଡଙ୍ଗୀ ନ୍ୟୁ ଆଣ୍ଡ ରିନ୍ୟୁଏବଲ ଏନେର୍ଜି ସଚିବ । ରଞ୍ଜନା ଚୋପ୍ରାଙ୍କି

ଆତ୍ମସମର୍ପଣ କଲେ ୪୦ ଲକ୍ଷ ପୁରସ୍କାର ଘୋଷିତ ୨୨ ନକ୍ସଲ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୨୨ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଏକ ମାଓ ଦମ୍ପତି ନାମରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରିହିଥିଲା।

ସୁନ୍ଦରଗଡ଼ ଖଣି ଚୋରି ମାମଲା: ସ୍ଥିତି ପରଖିଲେ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ  ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ…

ଏମସିଏଲ କ୍ଷେତ୍ର ଗୋପାଳପୁର ଅଞ୍ଚଳରେ ବାଣିଜ୍ୟ, ପରିବହନ, ଇସ୍ପାତ, ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ପହଞ୍ଚି ଜଙ୍ଗଲ ଭିତର ଚୋରା ଖଣିର ସ୍ଥିତି ପରଖିଛନ୍ତି। ସଙ୍ଗରେ ବିଭାଗୀୟ ସଚିବମାନେ

‘ରତ୍ନଭଣ୍ଡାର ମରାମତି କାମ ସରିଲେ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର ହେବ’

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ମରାମତି କାମ ଜାରି ରହିଛି। ଏହି କାମ ଆଗାମୀ ଅକ୍ଷୟ ତୃତୀୟା (ଅପ୍ରେଲ ୩୦) ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମରାମତି କାର୍ଯ୍ୟ ସମାପ୍ତ ହେଲା ପରେ ମହାପ୍ରଭୁଙ୍କର ସୁନା ଏବଂ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ଜଗନ୍ନାଥ