ଭୁଲ ଚାଲାଣ କଟିଥିଲେ ଫେରସ୍ତ ହେବ ଟଙ୍କା : ମନ୍ତ୍ରୀ
ଭୁବନେଶ୍ୱର () ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବା ପରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। କିନ୍ତୁ ଚାଲାଣ କାଟିବାରେ ତ୍ରୁଟି ପରିଲକ୍ଷିତ ହେଲେ ଫେରସ୍ତ ମିଳିବ ଟଙ୍କା । ଏନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ମନ୍ତ୍ରୀ କହିଛନ୍ତି,…
