Odia News Portal

ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ() ଫାଷ୍ଟ ଟା୍ରକ କୋର୍ଟରେ ହେବ ହାଇଦ୍ରବାଦ ଗଣଦୁଷ୍କର୍ମ ମାମଲାର ଶୁଣାଣି । ଶୁଣାଣି ପାଇଁ ଅନୁମତି ଦେଲେ ତେଲେଙ୍ଗାନା ହାଇକୋର୍ଟ । ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ ହାଇଦ୍ରାବାଦ, କୋଲକାତା, ଅମୃତସର, ଚେନ୍ନାଇ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ମହିଳା, ଯୁବତୀ ଓ…

‘ଇୟର୍ ଇନ୍ ରିଭ୍ୟୁ ୨୦୧୯ ଲିଷ୍ଟ୍’ ରେ ସଲ୍ମାନ୍ ଓ ସନ୍ନି

ଭୁବନେଶ୍ୱର () ‘ୟାହୁ ଇଣ୍ଡିଆ’ର ‘ଇୟର୍ ଇନ୍ ରିଭ୍ୟୁ ୨୦୧୯ ଲିଷ୍ଟ୍’ ସାମ୍ନାକୁ ଆସିଛି। ଏଥିରେ ଇଣ୍ଟରନେଟ୍ରେ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ବଲିଉଡ୍ ସେଲେବ୍ରିଟି ‘ଦବଙ୍ଗ ଖାନ୍’ ସଲ୍ମାନ୍ ଓ ହଟ୍ ନାୟିକା ସନ୍ନି ଲିଓନ ଙ୍କ ନାଁ ସାମ୍ନାକୁ ଆସିଛି। ତାଲିକା ଅନୁୟାୟୀ, ଚଳିତ ବର୍ଷ…

ବିଜେପି ମହିଳା ମୋର୍ଚ୍ଚା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର ()ମହିଳାଙ୍କ ପ୍ରତି ବଢି ଚାଲିଥିବା ନିର୍ୟାତନା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ନାରୀ ସୁରକ୍ଷା ଦାବି କରି ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ଆଜି ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲେ । ବିଜେପି ନେତ୍ରୀ ପ୍ରଭାତି ପରିଡା, ସୁରମା ପାଢୀଙ୍କ…

ଟ୍ରେନର ପଛପଟେ X କଣ ପାଇଁ ଲେଖା ହୋଇଥାଏ, ଜାଣନ୍ତୁ ପ୍ରକୃତ କାରଣ

ସ୍ୱାଧିକାର ନ୍ୟୁଜ() ଆମେ ସମସ୍ତେ ଟ୍ରେନ ବିଷୟରେ ଅଳ୍ପ ବହୁତ ଜାଣିଛେ । ହେଲେ ଏମିତ ଅନେକ ରୂଚନ କଥା ଆମେ ଟ୍ରେନ ବିଷୟରେ ଜାଣିନଥାଉ । ଯାହା ଆପଣଙ୍କର ଦୈନିକ ଜୀବନ ଅଥବା ଇଣ୍ଟରଭ୍ୟୁରେ ଆସିଥାଏ।ଆପଣ ଦେଖିଥିବେ ଟ୍ରେନର ପଛପଟେ X ଲେଖା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ…

ଆଉ କୋହଳ ହେବନାହିଁ ଟ୍ରାଫିକ୍ ନିୟମ:ପରିବହନ ମନ୍ତ୍ରୀ

ଭୁବନେଶ୍ୱର() ଦୁଇ ଦୁଇ ଥର ତିନି ତିନି ମାସ ଟ୍ରାଫିକ୍ ନିମୟ କୋହଳ ପରେ ଆଉ କୋହଳ ହେବନାହିଁ ଟ୍ରାଫିକ୍ ନିୟମ । ଲୋକଙ୍କ ଧନଜୀବନ ଓ ସୁରକ୍ଷା ପାଇଁ ଏହି ନିୟମ ହୋଇଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତାସହ ମନ୍ତ୍ରୀ କାହିଁକି ଓ କ’ଣ ପାଇଁ ନିମୟ କୋହଳ କରାଯିବ ବୋଲି…

ସ୍କୁଲ ବସ ହଳଦିଆ ରଙ୍ଗର କାହିଁକି ହୋଇଥାଏ?, ଜାଣନ୍ତୁ ଆଶ୍ଚର୍ୟ୍ୟଜନକ ରହସ୍ୟ

ବସ ତ ଆପଣ ବିଭିନ୍ନ ପ୍ରକାରର ବିଭିନ୍ନ ରଙ୍ଗର ଦେଖିଥିବେ। ହେଲେ ଆପଣ ଗୋଟେ କଥା ନିଶ୍ଚିତ ଲକ୍ଷ୍ୟ କରିଥିବେ ଯେ ସାଧାରଣ ବସ୍ ତ ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ ହେଲେ ସମସ୍ତ ସ୍କୁଲର ବସ ମାନଙ୍କ ରଙ୍ଗର ଗୋଟେ ରଙ୍ଗର ମାନେ ହଳଦିଆ ହିଁ କଣ ପାଇଁ ହୋଇଥାଏ। ଅଧିକାଂଶ ଲୋକ ଜାଣି ନଥିବେ ଏହା ପଛର…

ଚିଦାମ୍ଵରମଙ୍କୁ ସୁପ୍ରିମକୋର୍ଟରୁ ଜାମିନ

ନୂଆଦିଲ୍ଲୀ()  ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲରେ ତିହାଡ ଜେଲରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ଵରମଙ୍କୁ ଆଜି ସୁପ୍ରିମକୋର୍ଟରୁ ଜାମିନ ମିଳିଛି।୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଇଡି ମାମଲାରୁ ଚିଦାମ୍ବରମଙ୍କୁ ଜାମିନ ମିଳିଛି । ୧୦୭ ଦିନ ପରେ ଆଜି ଜାମିନରେ ଆସିଛନ୍ତି…

ଲିଙ୍ଗରାଜ ମନ୍ଦିରରେ ଭି.କାର୍ତ୍ତିକେୟ ପାଣ୍ଡିଆନ୍ : ରୂପାନ୍ତରଣ କାର୍ଯ୍ୟର ଅନ ଦି ସ୍ପଟ ସମୀକ୍ଷା

ଭୁବନେଶ୍ୱର : ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ବାହାରିଥିଲେ ୫ ଟି ସଚିବ। ଅଚାନକ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ବାହାରିଥିଲେ ୫ ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ , ଆଜି ଭୋର୍ ୪ ଟାରୁ ୪.୩୦ ମଧ୍ୟରେ ମନ୍ଦିର ପରିଦର୍ଶନରେ ଯାଇଥିଲେ ପାଣ୍ଡିଆନ୍ । ଲିଙ୍ଗରାଜ ମନ୍ଦିର ଭିତର ଓ…

ନବୀନ ନିବାସରେ ନୂଆପଲ୍ଲୀ ଅଞ୍ଚଳଵାସୀ

ଭୂବନେଶ୍ୱର : ମହାନଗର ନିଗମ ୱାର୍ଡ ନଂ-୩୯, ନୟାପଲ୍ଲି, ନୂଆସାହି, ବାଲିତୋଟା ସାହି, ଶାସ୍ତ୍ରୀନଗରର କିଛି ଅଂଶକୁ ନେଇ ଗଠିତ । ଏହି ୱାର୍ଡରେ ପ୍ରାୟ ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ବସବାସ କରନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ,  ଛୋଟ ପିଲା ଓ ମହିଳା । ଏହି ବହୁ ପୁରାତନ…

୭୫ ମିଟର ସୁରକ୍ଷା ଯୋନ ଉଛେଦ କାର୍ଯ୍ୟ ଆରମ୍ଭ

ପୁରୀ : ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପୁଣି ୭୫ ମିଟର ସୁରକ୍ଷା ଯୋନ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଦୋଳ ବେଦୀ କୋଣ ସହରାଞ୍ଚଳ ସ୍ୱାସ୍ତ୍ୟ କେନ୍ଦ୍ର କୁ ଆଜି ଉଛେଦ କରାଯାଉଛି। ଏହି ସ୍ୱାସ୍ତ୍ୟ କେନ୍ଦ୍ର ଉପରେ ଅନେକ ଲୋକ ନିର୍ଭର କରୁଥିଲେ। ତେବେ ସୁରକ୍ଷା ଯୋନ ରେ ଥିବାରୁ ଏହାକୁ ଉଛେଦ…