Odia News Portal

ପିଆଜ ଦର ନେଇ ମନ୍ତ୍ରୀଙ୍କ ଚୋପାଛଡା ବୟାନ

ଭୁବନେଶ୍ୱର : ରାଜ୍ୟରେ ପିଆଜ ଦର ଅଣାୟତ ହୋଇଥିବାବେଳେ ଦରବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ ଏବେ ଚର୍ଚ୍ଚାରେ । କେତେବେଳେ କହୁଛନ୍ତି ପିଆଜ ଦର ବଢିତ ଆଉ କେତେବେଳେ କହୁଛନ୍ତି ମାସ ପରେ କମିବ । ମନ୍ତ୍ରୀଙ୍କ ଏଭଳି ବିବୃତ୍ତି ବେପାରୀମାନଙ୍କୁ ବେଶ୍‍ ସୁହାଉଥିବାବେଳେ ସାଧାରଣ ଖାଉଟି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଲାଭ ସ୍ଥାନରେ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟସିଦ୍ଧି ଘଟିବ ଏବଂ ଆଶା କରୁଥିବା ଜିନିଷ ନିଶ୍ଚିତ ପାଇପାରିବେ। କିନ୍ତୁ ଆତ୍ମୀୟମାନଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢ଼ିପାରେ। ପିଲାଙ୍କ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ…

ରକ୍ଷକ ସାଜିଲା ଭକ୍ଷକ : ପୋଲିସ କହି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ପୁରୀ : ଜଣେ ଯୁବତୀଙ୍କୁ ଘରେ ଛାଡିଦେବାକୁ କହି ଗଣଦୁଷ୍କର୍ମ କରାଯାଇଛି । ଏନେଇ ଯୁବତୀ ଜଣକ କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି । ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣଙ୍କର ପର୍ସକୁ ଅକ୍ତିଆର କରିଥିଲେ ଯୁବତୀ । ଆଶ୍ଚର‌୍ୟ୍ୟର କଥା ହେଉଛି ଏହି ପର୍ସଟି ଜଣେ କନେଷ୍ଟବଳଙ୍କର ବୋଲ ଜଣାପଡିଛି ।…

ଶ୍ରୀମନ୍ଦିର ପାଇଁ ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହେଲା ୭୫ % ଘରୋଇ ଜମି

ଭୁବନେଶ୍ୱର() ସ୍ୱେଚ୍ଛେକୃତ ଭାବରେ ସଂଗ୍ରହ ହେଲା ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି । ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଜନ୍ମାଷ୍ଟମୀ ଦିନ ମୁଖ୍ରମନ୍ତ୍ରୀ ପୁରୀ ବାସୀଙ୍କୁ ଅନୁରୋଧ କରିଥିଲେ ଶ୍ରୀମନ୍ଦିରର ନିରାପତ୍ତା…

ସାଂସଦଙ୍କୁ ଚେତାବନୀ

ନୂଆଦିଲ୍ଲୀ() ସରକାରୀ ଘର ଖାଲି କରୁ ନଥିବା ପୂର୍ବତନ ସାଂସଦଙ୍କୁ ଚେତାବନୀ ଦିଆଯାଇଛି । ସୂଚନା ଅନୁସାରେ , ପୂର୍ବତନ ସାଂସଦମାନଙ୍କୁ ଅନେକ ଥର ଘର ଖାଲି କରିବାକୁ ଚେତାବନୀ ଦିଆ ଯାଇଛି । ଏହାସହ ବିଜୁଳି ଏବଂ ପାଣି କନେକ୍ସନ କାଟିବାର ଚେତାବନୀ ମଧ୍ୟ ଦିଆ ସରିଛି । ହେଲେ ବର୍ତ୍ତମାନ…

ଏଣିକି ଅନଲାଇନରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ୱର() ଏଣିକି ଅନଲାଇନରେ ମିଳିବ ଡ୍ରାଇଭିଙ୍ଗ ଲର୍ଣ୍ଣିଂ ଲାଇସେନ୍ସ ।ଆ-ଲର୍ଣ୍ଣିଂ ନେଇ ଆଂଚଳିକ ଭୁବନେଶ୍ୱର କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯେଉଁମାନେ କାଗଜ ଦସ୍ତାବିଜ ପାଇଁ ଇଚ୍ଛା ପ୍ରକାଶ କରିବେ, ସେମାନେ ଲିଖିତ ସମ୍ମତି ପ୍ରଦାନ କରି ଫିସ ପୈଠ କଲେ ଅନଲାଇନରେ…

୧୫ ଲକ୍ଷ ହଡ଼ପ କରି ଗିରଫ ହେଲେ ଏହି ଅଭିନେତ୍ରୀ

ମୁମ୍ୱାଇ ()  ମରାଠୀ ଅଭିନେତ୍ରୀ ସାରା ଶ୍ରବଣଙ୍କୁ ପୁଲିସ କ୍ରମାଇବ୍ରାଞ୍ଚ ମୁମ୍ୱାଇରୁ ଗିରଫ କରିଛି । ଶ୍ରବଣଙ୍କ ବିରୋଧରେ ତାଙ୍କ ସାଥୀ ଅଭିନେତା ୧୫ଲକ୍ଷ ଟଙ୍କା ହଡ଼ପ କରିଥିବାର ଅଭିଯୋଗ କରିଛନ୍ତି। ପୁଣେ ପୋଲିସ୍ ମଧ୍ୟ ସାରାଙ୍କୁ ଏହି ମାମଲାରେ ଗିରଫ କରିଛି। ସୂଚନାଯୋଗ୍ୟ ଯେ…

କଂଗ୍ରେସ ଭବନରେ ପିଆଜ କିଲୋ ୪୦

ଭୁବନେଶ୍ୱର()  ପିଆଜର ଅହେତୁକ ଦର ବୃଦ୍ଧିକୁ ଭିନ୍ନ ଏକ ଭଙ୍ଗିରେ ପ୍ରତିବାଦ କରିଛି କଂଗ୍ରେସ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବୁଲିବୁଲି ଲୋକଙ୍କୁ ପିଆଜ ବିକୁଛି କଂଗ୍ରେସ । କଂଗ୍ରେସ ୪୦ ଟଙ୍କାରେ ପିଆଜ ବିକୁଥିବା ଶୁଣି ଲୋକଙ୍କ ଲାଗିଛି ଲମ୍ବା ଲାଇନ । ପଲିଥିନ ନୁହେଁ ବରଂ…

ସ୍ୱେଚ୍ଛାକୃତ ଅବସର ନେଲେ ଆଇଏଏସ୍ ଗଗନ ଧଳ

ଭୁବନେଶ୍ୱର() ୧୯୮୫ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଗଗନ କୁମାର ଧଳ ଆଜି ଆନୁଷ୍ଠାନିକ ଭାବେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ସେ ଆସନ୍ତାମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ। ସୋମବାର ସାଧାରଣ ପ୍ରଶାସନ (ଜିଏ)ବିଭାଗ ଏହି ସୂଚନା ଦେଇଛନ୍ତି। ଅନେକ ଦିନରୁ ଭିଆରଏସ୍…

ଓଡିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର() ଆସନ୍ତା ୭ ତାରିଖ ସନ୍ଧ୍ୟାରେ ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୮ ତାରିଖ ସକାଳେ ଖୋର୍ଦ୍ଧା ଯିବେ ରାମନାଥ କୋବିନ୍ଦ । ଆଉ ତାରେ ଖୋର୍ଦ୍ଧାରୁ ବାଣୀବିହାର ଆସିବେ ରାଷ୍ଟ୍ରପତି । ବାଣୀବିହାରରେ କାର୍ୟ୍ୟକ୍ରମ ସାରି ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ । ଆଉ…