ରେକର୍ଡ ଭାଙ୍ଗିଲା ରାଜଧାନୀ ଦିଲ୍ଲୀର ଥଣ୍ଡା
ନୂଆଦିଲ୍ଲୀ : ଶୀତ ଲହରୀରେ ଥରୁଛି ସମଗ୍ର ଉତ୍ତର ଭାରତ । ଅନେକ ଅଞ୍ଚଳରେ ଶୀତ ପୂର୍ବ ରେକର୍ଡ ଭାଙ୍ଗିଛି । ଦେଶର ରାଜଧାନୀ ଦିଲ୍ଲୀରେ ଡିସେମ୍ବର ମାସରେ ଥଣ୍ଡା ସବୁ ରେକର୍ଡ ଭାଙ୍ଗି ଦେଇଛି । ଗତ ୧୦୦ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଡିସେମ୍ବର ମାସ ସବୁଠୁ ଅଧିକ ଥଣ୍ଡାର ମାସ ହୋଇଛି । ଶେଷ ଥର…
