ଦଳ ନୁହେଁ, ଜାତୀୟ ସ୍ୱାର୍ଥ ମହତ୍ୱପୂର୍ଣ୍ଣ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କ ସୁରକ୍ଷା ଚିନ୍ତା
ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ସୃଷ୍ଟି ହୋଇଥିବା ବିଜୁ ଜନତା ଦଳ (ବିଜେଡି)ର ଆସନ୍ତାକାଲି ୨୩ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ପ୍ରତିଷ୍ଠା ଦିବସ କେବଳ ରାଜ୍ୟ ସ୍ତରରେ ନୁହେଁ, ସବୁ ବ୍ଲକରେ ପାଳନ କରାଯିବ । ଏଥିପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ…
