ନୟାଗଡ଼ ଟାଉନରୁ ମହୀପୁର ଯାଏ ଗଡିଲା ଟ୍ରେନ୍
ନୟାଗଡ : ପ୍ରତିକ୍ଷାର ଅନ୍ତ । ନୟାଗଡ଼ ଟାଉନରୁ ମହୀପୁର ଯାଏ ଗଡିଲା ଟ୍ରେନ୍ । ନୟାଗଡ଼ ଟାଉନ୍ ରେଳ ଷ୍ଟେସନ୍ରେ ନୟାଗଡ଼ ଟାଉନ୍ ଓ ମହିପୁର ନୂଆ ରେଳ ଲାଇନ୍ର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆସନ୍ତାକାଲି ଠାରୁ ନିଦ୍ଧାରିତ ସମୟରେ ଟ୍ରେନ ଚଳାଚଳ କରିବେ ।…
