ସୁରକ୍ଷାବାହିନୀ ଗୁଳିରେ ଜଣେ ମାଓ କ୍ୟାଡର ନିହତ
ବାଲିଗୁଡ଼ା ଥାନା ମିଡିଆକିଆ ବୋରିକିଆ ନିକଟ ଆଡାର ଜଙ୍ଗଲ ସେସେର ଗାଁରେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର। ସୁରକ୍ଷାବାହିନୀ ଗୁଳିରେ ଜଣେ ମାଓ କ୍ୟାଡର ନିହତ। ଛତ୍ରଭଙ୍ଗ ଦେଲେ ମାଓବାଦୀ।
ସୂଚନାନୁଯାୟୀ, ଶୁକ୍ରବାର ସକାଳୁ ବୋରିକିଆ ନିକଟ ଆଡାର ଜଙ୍ଗଲରେ ଏସ.ଓ.ଜି!-->!-->!-->…
