ଭାରତରେ ପହଞ୍ଚିଲା ମୁମ୍ବାଇ ଆକ୍ରମଣର ମାଷ୍ଟର୍ମାଇଣ୍ଡ
ଭାରତ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ମାଇଣ୍ଡ ତହବୁର ରାଣା । ଦିଲ୍ଲୀରେ ବାୟୁସେନାର ପାଲମ୍ ବିମାନବନ୍ଦରରେ ଲ୍ୟାଣ୍ଡ୍ କରିଛି ଆତଙ୍କବାଦୀ ତହବୁରକୁ ଅଣାଯାଇଥିବା ସ୍ବତନ୍ତ୍ର ବିମାନ । ଆମେରିକାରୁ ସ୍ବତନ୍ତ୍ର ବିମାନ ଯୋଗେ ତହବୁରକୁ ଭାରତ ଆଣିଛି ଏନଆଇଏ । ଭାରତ!-->…
