ଚର୍ଚ୍ଚା ବଢ଼ାଇଲା ପ୍ରଭାତୀ ପରିଡାଙ୍କ ସୋସିଆଲ ମିଡିଆ ପୋଷ୍ଟ
ଚର୍ଚ୍ଚା ବଢାଇଲା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୋସିଆଲ ମିଡିଆ ପୋଷ୍ଟ । ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ କ’ଣ କହିବାକୁ ଚାହିଁଛନ୍ତି ପ୍ରଭାତୀ ପରିଡ଼ା । ଆଜି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଏକ ସଂଗଠନ ଅନେକ ସମୟରେ ଜଣେ ବ୍ୟକ୍ତିଙ୍କ!-->…
