ବାତ୍ୟା ପାଇଁ ଚାଷୀଙ୍କ ପାଇଁ ଓୟୁଏଟି ପକ୍ଷରୁ ଜାରି ହେବ ଆଡଭାଇଜରୀ
ଭୁବନେଶ୍ୱର() ବାତ୍ୟା, ବର୍ଷାକୁ ନେଇ ଚାଷିଙ୍କ ପାଇଁ ଆଡଭାଇଜରୀ ଜାରି କରାଯିବ । ବାତ୍ୟାର ଦିଗ କେଉଁ ଆଡ଼େ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡ଼ିବା ପୂର୍ବରୁ ଚାଷୀଙ୍କୁ ସତର୍କ ରହିବା ଆଡଭାଇଜରୀ ଜାରି କରିବାକୁ କୃଷି ମନ୍ତ୍ରୀ ଅରୁଣ ସାହୁ…
